ଭୁବନେଶ୍ୱର, ୨ ଜୁନ୍ (ହି.ସ.)- ଆଗାମୀ ୭ ଦିନ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଥଣ୍ଡା ପାଗ ଅନୁଭୂତ ହୋଇପାରେ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
04 Jun 2025
ଭୁବନେଶ୍ୱର, 4 ଜୁନ୍ (ହି.ସ.) - ଥାନା ଆଗରେ ମୟୂରଭଞ୍ଜ କପ୍ତିପଦା ଅତିରିକ୍ତ ତହସିଲଦାର ଭୀମସେନ ମାଝୀଙ୍କୁ ସଂଘବଦ୍ଧ ଆକ୍ରମଣର ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ତହସିଲଦାରଙ୍କ ଗାଡ଼ିକୁ ଟେକା ପଥର ମାଡ଼ ମରାଯାଉଛି । ୧୦ରୁ ଅଧିକ ମାଫିଆ ସଂଘବଦ୍ଧ ଭାବେ କରୁଛନ୍ତି ଆକ୍ରମଣ । ..
ଭୁବନେଶ୍ୱର, 4 ଜୁନ୍ (ହି.ସ.) - କାଲିଠୁ ବିଏମସିରେ ସପ୍ତାହକୁ ଦୁଇ ଦିନ ଡ୍ରାଏ ଡେ। ଡେଙ୍ଗୁ ମୁକାବିଲା ପାଇଁ ସପ୍ତାହକୁ ଦୁଇ ଦିନ ଡ୍ରାଏ ଡେ ପାଳନ କରିବାକୁ ନିଷ୍ପତ୍ତି ନେଇଛି ବିଏମସି। କାଲିଠାରୁ ସହରରେ ଟାୟାର ଲିପ୍ଟି ଆରମ୍ଭ ହେବ। ମଶା ତେଲ ସିଞ୍ଚନ ପାଇଁ ଅତିରିକ୍ତ ୭୦ ..
ଭୁବନେଶ୍ୱର, 4 ଜୁନ୍ (ହି.ସ.)- ଅସରାଏ ବର୍ଷାରେ ଭୁବନେଶ୍ୱରରେ ଜଳବନ୍ଦୀ ସମସ୍ୟା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମସି ମେୟର ସୁଲୋଚନା ଦାସ । ସେ କହିଛନ୍ତି ଯେ, ରାଜଧାନୀରେ ୧୭ ଟି ଜାଗାରେ ଜମିବ ପାଣି। ଗତ ବର୍ଷ ଅପେକ୍ଷା ସମ୍ବେଦନଶୀଳ ଅଞ୍ଚଳ ଅନେକ କମିଛି। ପୂର୍ବରୁ ୭୧ଟି ..
ଭୁବନେଶ୍ୱର, 4 ଜୁନ୍ (ହି.ସ.)- ଭୁଲ ଇଞ୍ଜେକସନରେ ରୋଗୀ ମୃତ୍ୟୁ ଘଟଣା । ବିଜେପି ବିଧାୟକ ପ୍ରକାଶ ସୋରେନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏହି ଘଟଣାରେ ତଦନ୍ତ ହେବାର ଆବଶ୍ୟକତା ରହିଛି । ତଦନ୍ତ ପରେ କେଉଁଠି ତ୍ରୁଟି ରହିଲା ଜଣାପଡ଼ିବ । ତଦନ୍ତ ପରେ ରିପୋର୍ଟ ଆଧାରରେ ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha