ସୁନା ଏବଂ ଚାନ୍ଦି ମୁଲ୍ୟରେ ସାମାନ୍ୟ ବୃଦ୍ଧି
ନୁଆଦିଲ୍ଲୀ 20 ଜୁନ (ହି.ସ)-ଘରୋଇ ସୁନା ବଜାରରେ ଆଜି ସୁନା ଏବଂ ଚାନ୍ଦି ମୁଲ୍ୟରେ ସାମାନ୍ୟ ବୃଦ୍ଧି ନଜର ଘଟିଛି।ମୁଲ୍ୟ ବୃଦ୍ଧି ଯୋଗୁଁ ଆଜି ଦେଶର ଅଧିକାଂଶ ସୁନା ବଜାରରେ 24 କ୍ୟାରେଟ ସୁନା 1,01,090 ଟଙ୍କାରୁ ନେଇ 1,01,220 ଟଙ୍କା ପ୍ରତି 10 ଗ୍ରାମ ମଧ୍ୟରେ କାରବା
ସୁନା ଏବଂ ଚାନ୍ଦି ମୁଲ୍ୟରେ ସାମାନ୍ୟ ବୃଦ୍ଧି


ନୁଆଦିଲ୍ଲୀ 20 ଜୁନ

(ହି.ସ)-ଘରୋଇ ସୁନା ବଜାରରେ ଆଜି ସୁନା ଏବଂ

ଚାନ୍ଦି ମୁଲ୍ୟରେ ସାମାନ୍ୟ ବୃଦ୍ଧି ନଜର ଘଟିଛି।ମୁଲ୍ୟ ବୃଦ୍ଧି ଯୋଗୁଁ ଆଜି ଦେଶର ଅଧିକାଂଶ

ସୁନା ବଜାରରେ 24 କ୍ୟାରେଟ ସୁନା 1,01,090 ଟଙ୍କାରୁ ନେଇ 1,01,220 ଟଙ୍କା ପ୍ରତି 10 ଗ୍ରାମ ମଧ୍ୟରେ କାରବାର ହେଉଛି।ସେହିପରି ଆଜି 22

କ୍ୟାରେଟ ସୁନା 92,660 ଟଙ୍କାରୁ ନେଇ 92,810 ଟଙ୍କା ପ୍ରତି 10 ଗ୍ରାମ ମଧ୍ୟରେ ବିକ୍ରି ହେଉଛି।ସୁନା ପରି ଆଜି

ଚାନ୍ଦି ମୁଲ୍ୟରେ ବୃଦ୍ଧି ପାଇଛି,ଯାହାଫଳରେ ଏହି ଚମକଦାର ଧାତୁ ଦିଲ୍ଲୀ ସୁନା ବଜାରରେ

1,12,100 ଟଙ୍କା ପ୍ରତି କିଲୋଗ୍ରାମ ସ୍ତରକୁ ପହଁଞ୍ଚିଛି।ଦିଲ୍ଲୀରେ 24 କ୍ୟାରେଟ ସୁନା ଆଜି

1,01,220 ଟଙ୍କା ପ୍ରତି 10 ଗ୍ରାମ ସ୍ତରରେ କାରବାର ହେଉଥିବାବେଳେ 22 କ୍ୟାରେଟ ସୁନାର ମୁଲ୍ୟ

92,810 ଟଙ୍କା ପ୍ରତି 10 ଗ୍ରାମ ରେକର୍ଡ କରାଯାଇଛି।ସେହିପରି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ

ରେ 24 କ୍ୟାରେଟ ସୁନା 1,01,090 ଟଙ୍କା ପ୍ରତି

10 ଗ୍ରାମ ଏବଂ 22 କ୍ୟାରେଟ ସୁନା 92,660 ଟଙ୍କା ପ୍ରତି 10 ଗ୍ରାମ ସ୍ତରରେ ବିକ୍ରି

ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande