ଗୋପାଳପୁର ଗଣ ଦୁଷ୍କର୍ମ ଘଟଣା, କଂଗ୍ରେସର 5ଜଣିଆ ଟିମର ଗୋପାଳପୁର ଗସ୍ତ
ଭୁବନେଶ୍ୱର, 21 ଜୁନ୍ (ହି.ସ.) - ଗୋପାଳପୁର ଗଣ ଦୁଷ୍କର୍ମ ଘଟଣାରେ ଆଜି ପ୍ରଦେଶ କଂଗ୍ରେସ କମିଟିର ୫ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗୋପାଳପୁର ଗସ୍ତ କରୁଛନ୍ତି। ଦୀପା ଦାସ ମୁନସିଂଙ୍କ ନେତୃତ୍ୱରେ ଏହି ଟିମ ଗସ୍ତ କରିବ। ଏହି କମିଟିରେ ସାଂସଦ ରଞ୍ଜିତ ରଂଜନ , ପରିଣୀତି
ଗୋପାଳପୁର ଗଣ ଦୁଷ୍କର୍ମ     ଘଟଣା, କଂଗ୍ରେସର 5ଜଣିଆ ଟିମର ଗୋପାଳପୁର ଗସ୍ତ


ଭୁବନେଶ୍ୱର, 21 ଜୁନ୍ (ହି.ସ.)

- ଗୋପାଳପୁର ଗଣ

ଦୁଷ୍କର୍ମ ଘଟଣାରେ ଆଜି ପ୍ରଦେଶ କଂଗ୍ରେସ କମିଟିର ୫ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗୋପାଳପୁର

ଗସ୍ତ କରୁଛନ୍ତି। ଦୀପା ଦାସ ମୁନସିଂଙ୍କ ନେତୃତ୍ୱରେ ଏହି ଟିମ ଗସ୍ତ କରିବ। ଏହି କମିଟିରେ

ସାଂସଦ ରଞ୍ଜିତ ରଂଜନ , ପରିଣୀତି

ସିଂ ଦେ, ଏହା ସହ ସାଂସଦ

ଏସ, ଜୋସ୍ନାମଣି , ଶୋଭା ଅଜା ଗସ୍ତ

କରିବେ। ଏହି ଟିମରେ ଓଡ଼ିଶା ପ୍ରଦେଶ କମିଟିର ଅନ୍ୟ ସଦସ୍ୟ ମାନେ ମଧ୍ୟ ରହିବେ। ୨୪ ତାରିଖ ଦିନ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ମଧ୍ୟ ସମୟ ମାଗିଛି କଂଗ୍ରେସ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande