ଆଜି ସକାଳ ସାଢେ 9ଟାରେ ରଥଟଣା
ଭୁବନେଶ୍ୱର, 28 ଜୁନ୍ (ହି.ସ.)- ଆଜି ସକାଳ ୯ଟା ୩୦ରେ ପୁଣି ଟଣା ହେବ ରଥ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । ଅବକାଶ ନୀତି ପରେ ପୁଣି ଆରମ୍ଭ ହେବ ରଥଟଣା । ---------------
ଆଜି ସକାଳ ସାଢେ 9ଟାରେ     ରଥଟଣା


ଭୁବନେଶ୍ୱର, 28 ଜୁନ୍ (ହି.ସ.)- ଆଜି ସକାଳ

୯ଟା ୩୦ରେ ପୁଣି ଟଣା ହେବ ରଥ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା

ଦେଇଛନ୍ତି । ଅବକାଶ ନୀତି ପରେ ପୁଣି ଆରମ୍ଭ ହେବ ରଥଟଣା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande