ଆଜିଠାରୁ ପୁଣି ଆରମ୍ଭ ହେବ ବାହାର ରତ୍ନଭଣ୍ଡାର କାର୍ଯ୍ୟ
ଭୁବନେଶ୍ୱର, 28 ଜୁନ୍ (ହି.ସ.)- ପୁଣିଥରେ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ । ଆଜିଠାରୁ ପୁଣି ଆରମ୍ଭ ହେବ ବାହାର ରତ୍ନଭଣ୍ଡାର କାର୍ଯ୍ୟ । ୮ ଦିନ ମଧ୍ୟରେ କାମ ଶେଷ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ପ୍ରାୟ ୯୦ଟି ପଥର ବଦଳାଯିବାର ସମ୍ଭାବନା ରହି
ଆଜିଠାରୁ ପୁଣି ଆରମ୍ଭ ହେବ     ବାହାର ରତ୍ନଭଣ୍ଡାର କାର୍ଯ୍ୟ


ଭୁବନେଶ୍ୱର, 28 ଜୁନ୍ (ହି.ସ.)- ପୁଣିଥରେ

ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ । ଆଜିଠାରୁ ପୁଣି ଆରମ୍ଭ ହେବ ବାହାର

ରତ୍ନଭଣ୍ଡାର କାର୍ଯ୍ୟ । ୮ ଦିନ ମଧ୍ୟରେ କାମ ଶେଷ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ପ୍ରାୟ

୯୦ଟି ପଥର ବଦଳାଯିବାର ସମ୍ଭାବନା ରହିଛି । ଶୃଙ୍ଖଳିତ, ସୁନ୍ଦର ଓ ବ୍ୟବସ୍ଥିତ ମରାମତି କାର୍ଯ୍ୟ କରାଯିବ । ବିଶେଷଜ୍ଞମାନଙ୍କୁ

ନେଇ ପ୍ରତିଦିନ ଦୁଇଟି ସିଫ୍ଟରେ ମରାମତି । ବାହାର ରତ୍ନଭଣ୍ଡାର କବାଟକୁ ସୁନା ଛାଉଣି କରିବା

ଯୋଜନା । ବର୍ମାଟିକ୍‌ କାଠ ଲଗାଯାଇ ସୁନା ଛାଉଣି କରିବାକୁ ଯୋଜନା । ବର୍ମାଟିକ୍‌ କାଠ ଲଗାଯାଇ

ସୁନା ଛାଉଣି କରିବାକୁ ଯୋଜନା କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ସହ ଏଏସ୍‌ଆଇ ଅଧିକାରୀଙ୍କ

ଆଲୋଚନା ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande