ଜଳସ୍ତର ବୃଦ୍ଧି ପୂର୍ବରୁ ମାଫିଆଙ୍କ ବାଲି ସଞ୍ଚୟ, ଚଢ଼ା ଦରରେ ବାଲି ବିକ୍ରି, ପ୍ରଶାସନ ନିରବ
ଜୟପୁର, 1 ଜୁଲାଇ (ହି.ସ.) ବର୍ଷା ଆରମ୍ଭ ହୋଇଯାଇଛି । ନଦୀରେ ଜଳସ୍ତର ବୃଦ୍ଧି ଧୀରେ ଧୀରେ ହୋଇଛି । ହେଲେ ବାଲି ଦର ବୃଦ୍ଧି ପାଇଛି। ହଠାତ ଦର ବୃଦ୍ଧିର କାରଣ ପଚାରିଲେ ଘାଟରେ ଟ୍ରକ ପିଛା ଅଧୂକା ଦେବାକୁ ପଢୁଛି ବୋଲି କୁହାଯାଇଛି । ଅନ୍ୟପଟେ, ଆଗକୁ ବର୍ଷା ୪ ମାସ ପାଇଁ ଏବେଠାକୁ ବାଲି ଘରେ ମଧ୍ୟ ଆ
ଜଳସ୍ତର ବୃଦ୍ଧି ପୂର୍ବରୁ ମାଫିଆଙ୍କ ବାଲି ସଞ୍ଚୟ, ଚଢ଼ା ଦରରେ ବାଲି ବିକ୍ରି, ପ୍ରଶାସନ ନିରବ


ଜୟପୁର, 1 ଜୁଲାଇ (ହି.ସ.)

ବର୍ଷା ଆରମ୍ଭ ହୋଇଯାଇଛି । ନଦୀରେ ଜଳସ୍ତର ବୃଦ୍ଧି ଧୀରେ ଧୀରେ ହୋଇଛି । ହେଲେ ବାଲି ଦର ବୃଦ୍ଧି ପାଇଛି। ହଠାତ ଦର ବୃଦ୍ଧିର କାରଣ ପଚାରିଲେ ଘାଟରେ ଟ୍ରକ ପିଛା ଅଧୂକା ଦେବାକୁ ପଢୁଛି ବୋଲି କୁହାଯାଇଛି । ଅନ୍ୟପଟେ, ଆଗକୁ ବର୍ଷା ୪ ମାସ ପାଇଁ ଏବେଠାକୁ ବାଲି ଘରେ ମଧ୍ୟ ଆରମ୍ଭ ହୋଇଯାଇଛି । ରାତି ଅଧିଆ ହାଇୱା ଟ୍ରକ ଯୋଗେ ଘାଟରୁ ନେଇ ବିଭିନ୍ନ ସ୍ଥାନରେ ଜମା କରାଯାଉଛି । ବର୍ଷା ଦିନେ ସେହି ବାଲିକୁ ଆହୁରି ଅଧିକରେ ବିକ୍ରି କରାଯିବ। ଏଭଳି ବେଆଇନ କାରବାର କରି ବାଲି ମାଫିଆ କାଇଦାନ ହେଉଥିଲା ବେଳେ ଘାଟାରେ ପଡୁଛନ୍ତି ସାଧାରଣ ଗ୍ରାହକ। କିନ୍ତୁ ପ୍ରଶାସନର ଏଥିପ୍ରତି ନିଘା ନାହିଁ ।

ଟ୍ରିପ ପିଛା ଶବ୍ଦରୁ ଛଅ ଶହ ଟଙ୍କା ବୃଦ୍ଧି ପଇଛି। ଏବେ ନାଲି ଟ୍ରାକ୍ଟର ପିଛା 24 ଶହ ରୁ 25 ଶହ ଟଙ୍କା ନିଆଯାଉଛି ଦୃଦ୍ଧି ହେବା ପଛରେ ମାପିଆଙ୍କ ମନୋବୃରି ଥିବା କୁହାଯାଇଛି। ସାଧାରଣତଃ ଇଗାଣ ବର୍ଷା ମାସକରେ ଟ୍ରିପ ପିଛା ୮୦୦ରୁ ୧୨୦୦କୁ ବୃଦ୍ଧି ଏ ଜୁଲାଇରୁ ଅକ୍ଟୋବର ଯାଏ ୫ ଗୁଣା ଅକରେ ବିକ୍ରି ଲାଭବାନ ଲିଜଧାରୀ/ଚାଲାଣକାରୀ; ଘାଟାରେ ଗ୍ରାହକ

ଅଧିକାଂଶ ଘାଟ ଉପରେ ଅଙ୍କୁଶ ଲାଗିବା ସହେ ଏବେବି ବାଲି ଉଠାଣ ଜାରି ରହିଛି। ତେବେ ବାଲି ଯେଉଁ ଘାଟରୁ ବାଲି ଆସିଲେ ବି ସହରରେ ଟ୍ରାକ୍ଟର ଟ୍ରିପ ପିଛା 18 ଶହ ଟଙ୍କା ଥିଲା । କିନ୍ତୁ ଗଲା ରଜ ସଂକ୍ରାନ୍ତି ପରଠୁ ହଠାତ

ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବୃଦ୍ଧି ପରେ ଘାଟ ଗୁଡିକ ବନ୍ଦ ହୋଇଯାଏ। ଏହି ସମୟରେ ଚାଲି ଉଠାଣ ସମ୍ମଦ ନଞ୍ଝାରୁ ଷ୍ଟକ ଦା ସଞ୍ଚ ବାଲି ଉପରେ ନିଜର କରିବାକୁ ପଡେ। ଏଭଳି ସ୍ଥିଡି ସବୁବେଳେ ଲାଗିରହିବାରୁ ଚଳିତ

ଥର ବାଲି ମାଫିଆମାନେ ଆଗୁଆ ସତର୍କ ହୋଇପଡିଛନ୍ତି । ମାପିଆମାନେ ଏବେଠାରୁ ବାଲି ଆଣି ସଞ୍ଚୟ କରୁଥିବା ଦେଖୁଳାକୁ ମିଳୁଛି । ପ୍ରତି ରାତି ୧୨ଟାରୁ ଭୋର ସମୟ ମଧ୍ୟରେ ସଂଖ୍ୟାଧୂକ ଟ୍ରାକ୍ଟର ଓ ହାରଠାରେ ବାଲି ବୋଝେଇ କରି ସହର ଓ ଉପକଣ୍ଠକୁ ନେଇ ଜମା କରାଯାଉଛି । ନଦୀରେ ପାଣି ଆସିବା ପରେ ତାହାକୁ ଟ୍ରିପ ପିଛା ୫ ଗୁଣା ଅଧ‌ିକ ଦାମରେ ବିକ୍ରି କଳାଯିବ । ଏହି ବେଆଇନ କାରବାରରେ ଉଭୟ ଚାଲାଣିକାର ଲାଭବାନ ହେଉଛନ୍ତି । ଘାଟ ଲିଜଧାରୀ ସବୁ କଟକଣା ଭୂରି ଧାର୍ଯ୍ୟ ଠାରୁ ଅଧ‌ିକ ବାଲି ଖନନ କରୁଥିଲା ବେଳେ ତାଙ୍କୁ ଅଧ‌ିକ ଦର ଦେଇ ଚାଲାଣକାରୀମାନେ ବାଲି ନେଇ ଠୁଳ କରୁଛନ୍ତି । ଏପଟେ ବାଲିର ଅଭାବ, ନଦୀରେ ଜଳସ୍ତର ବୃଦ୍ଧିକୁ ଆଳ କରିଧରେ

ଧୂରେ ବର ବୃଦ୍ଧି କରାଯାଇଛି । ଗ୍ରାହକ ବର ବୃଦ୍ଧି ପଛର ଅସଲ ଉଦ୍‌ଦଶ୍ୟ ଜାଣିନପାଳନ୍ତି। ଏପରିକି ଅର୍ଥ ଲୋକରେ ମାଫିଆମାନେ କେତେକ ବନ୍ଦ ପୂବା ବାଲିଘାଟରୁ ଖନନ କରୁବା ଅଭିଯୋଗ ହେଉଛି । ଆଗାମୀ ଜୁଲାଇରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ପ୍ରବଳରୁ ଅଭି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ନଦୀରୁ ବାଲି ଉଠାଣ ସମ୍ଭବ ହେବନାହିଁ । ଏହି ସୁଯୋଗରେ ମାଫିଆମାନେ ଆସନ୍ତା ୪ ମାସ ଚାଲି ଚିକ୍ରି କରି ମୋଟା ଅକର ଆୟ କରିବେ । ଏଥିପାଇଁ ରାତି ହେଲେ ବାଲି ବୋଇ ଗାଡିର ବେସ ବଢିଯାଉଛି। ଅଞ୍ଚଳ ଜିଲ୍ଲା ପ୍ରଶାସନ, ପୋଲିସ କିମ୍ବା ଖଣି ବିଭାଗ ଏ ପ୍ରତି ଦୃଷ୍ଟି ଦେଇନାହିଁ। ଏଥିରେ ରୋକ ଲଖାଇବାକୁ ସାଧାରଣରେ ବାଟି ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande