ଭୁବନେଶ୍ୱର, 01 ଜୁଲାଇ (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଡାକ୍ତର ଦିବସ ଅବସରେର ଡାକ୍ତର ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ମହାନ ଚିକିତ୍ସକ ଡାକ୍ତର ବିଧାନ ଚନ୍ଦ୍ର ରୟଙ୍କ ଜୟନ୍ତୀ ତଥା ଜାତୀୟ ଡାକ୍ତର ଦିବସ ଅବସରରେ ନିଃସ୍ୱାର୍ଥପର ଭାବେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରି ସୁସ୍ଥ ଭାରତ ଗଠନରେ ସମର୍ପିତ ପ୍ରତ୍ୟେକ ଡାକ୍ତରଙ୍କୁ ଅଭିନନ୍ଦନ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ