ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଡ଼ାକିଲେ ବୈଠକ
ଭୁବନେଶ୍ୱର, 1 ଜୁଲାଇ (ହି.ସ.)- ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡ଼ାକିଲେ ବଡ ବୈଠକ । ଉପ ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀଙ୍କ ସହ ଅନ୍ୟ ମନ୍ତ୍ରୀ ହେବେ ସାମିଲ । ଉପସ୍ଥିତ ରହିବେ ଗୃହ ସଚିବ, ପୋଲିସ ଡିଜିଙ୍କ ସମତେ ଅନ୍ୟାନ୍ୟ ଅଧ
ଆଇନ ଶୃଙ୍ଖଳା ପରିସ୍ଥିତିକୁ     ନେଇ ମୁଖ୍ୟମନ୍ତ୍ରୀ ଡ଼ାକିଲେ ବୈଠକ


ଭୁବନେଶ୍ୱର, 1 ଜୁଲାଇ (ହି.ସ.)- ରାଜ୍ୟର ଆଇନ

ଶୃଙ୍ଖଳା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡ଼ାକିଲେ ବଡ ବୈଠକ । ଉପ

ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀଙ୍କ ସହ ଅନ୍ୟ ମନ୍ତ୍ରୀ ହେବେ ସାମିଲ । ଉପସ୍ଥିତ ରହିବେ ଗୃହ ସଚିବ, ପୋଲିସ ଡିଜିଙ୍କ

ସମତେ ଅନ୍ୟାନ୍ୟ ଅଧିକାରୀ । ଘଟିଥିବା ଘଟଣା ଗୁଡ଼ିକ ଉପରେ ହେବ ଆଲୋଚନା । କାହିଁକି ସ୍ଥିତି ଏଭଳି

ହୋଇଛି ତାର ତଥ୍ୟ ନେବେ ସିଏମ । ସୁଧାର ଆଣିବା ପାଇଁ ହେବ ମାନସ ମନ୍ଥନ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande