ଡେଲାଙ୍ଗ ଅଂଚଳରେ ବାର୍ଡ଼ ଫ୍ଲୁ ବ୍ୟାପିବା ଘଟଣା, ଆଜି ପ୍ରଭାବିତ ଅଂଚଳ ପରିଦର୍ଶନ କରିବ ଜନସ୍ୱାସ୍ଥ୍ୟ ବିଭାଗ
ଭୁବନେଶ୍ୱର, 14 ଜୁଲାଇ (ହି.ସ.)- ଆଜି ବ୍ଲାର୍ଡ ଫ୍ଲୁ ବ୍ୟାପିଥିବା ଅଂଚଳ ପରିଦର୍ଶନ କରିବ ଜନ ସ୍ୱାସ୍ଥ୍ୟ ବିଭାଗର ଟିମ । ଏ ନେଇ ଜନ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବାର୍ଡ ଫ୍ଲୁ ରିପୋର୍ଟ ଆସିବା ପୂର୍ବରୁ ହିଁ କୁକୁଡ଼
ଡେଲାଙ୍ଗ ଅଂଚଳରେ ବାର୍ଡ଼     ଫ୍ଲୁ ବ୍ୟାପିବା ଘଟଣା, ଆଜି       ପ୍ରଭାବିତ ଅଂଚଳ ପରିଦର୍ଶନ କରିବ ଜନସ୍ୱାସ୍ଥ୍ୟ ବିଭାଗ


ଭୁବନେଶ୍ୱର, 14 ଜୁଲାଇ (ହି.ସ.)- ଆଜି ବ୍ଲାର୍ଡ

ଫ୍ଲୁ ବ୍ୟାପିଥିବା ଅଂଚଳ ପରିଦର୍ଶନ କରିବ ଜନ ସ୍ୱାସ୍ଥ୍ୟ ବିଭାଗର ଟିମ । ଏ ନେଇ ଜନ ସ୍ୱାସ୍ଥ୍ୟ

ନିର୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବାର୍ଡ ଫ୍ଲୁ ରିପୋର୍ଟ

ଆସିବା ପୂର୍ବରୁ ହିଁ କୁକୁଡ଼ା ମୃତ୍ୟୁ ଖବର ଆସିଥିଲା । ବିଭାଗୀୟ ଅଧିକାରୀଙ୍କୁ ସଜାଗ

କରାଯାଇଥିଲା । ଭେଟେନାରୀ ବିଭାଗ କିଲିଂ କରିବେ । ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଫାର୍ମରେ କାମ

କରୁଥିବା କର୍ଲସଙ୍କୁ ପ୍ରତିଷେଧକ ଡୋଜ ସହ ପିପିଟି କୀଟ ଦିଆଯାଇଛି । ଥଣ୍ଡା କାଶ ଦେଖାଦେଲେ, ସେମାନଙ୍କ ସ୍ୱାବ ଟେଷ୍ଟ ହେବ । ଡେଲାଙ୍ଗ,

ପିପିଲିରେ କୁକୁଡ଼ା ନେବା ଆଣିବା ବନ୍ଦ ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande