ଏନ୍‌ଏସି ନିର୍ବାଚିତ ପ୍ରତିନିଧିଙ୍କ ନଗର ଉଦ୍ୟମ ଅଭିମୁଖୀକରଣ କାର୍ଯ୍ୟକ୍ରମ
ସମ୍ବଲପୁର, ୧୬ ଜୁଲାଇ (ହି.ସ.) - ଆଜି ସମ୍ବଲପୁର ଜିଲ୍ଲାପରିଷଦ ସମ୍ମିଳନୀ ଠାରେ କୁଚିଣ୍ଡା ଏବଂ ରେଢ଼ାଖୋଲ ଏନ୍‌ଏସିର ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ନଗର ଉନ୍ନୟନ ଉଦ୍ୟମ ବିଷୟରେ ଜିଲ୍ଲା ସ୍ତରୀୟ ଅଭିମୁଖୀକରଣ କାର୍ଯ୍ୟକ୍ରମ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆ
ଏନ୍ଏସି ନିର୍ବାଚିତ ପ୍ରତିନିଧିଙ୍କ ନଗର ଉଦ୍ୟମ ଅଭିମୁଖୀକରଣ କାର୍ଯ୍ୟକ୍ରମ


ଏନ୍ଏସି ନିର୍ବାଚିତ ପ୍ରତିନିଧିଙ୍କ ନଗର ଉଦ୍ୟମ ଅଭିମୁଖୀକରଣ କାର୍ଯ୍ୟକ୍ରମ


ସମ୍ବଲପୁର, ୧୬ ଜୁଲାଇ (ହି.ସ.) - ଆଜି ସମ୍ବଲପୁର ଜିଲ୍ଲାପରିଷଦ ସମ୍ମିଳନୀ ଠାରେ କୁଚିଣ୍ଡା ଏବଂ ରେଢ଼ାଖୋଲ ଏନ୍‌ଏସିର ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ନଗର ଉନ୍ନୟନ ଉଦ୍ୟମ ବିଷୟରେ ଜିଲ୍ଲା ସ୍ତରୀୟ ଅଭିମୁଖୀକରଣ କାର୍ଯ୍ୟକ୍ରମ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉନ୍ନୟନ ଅଧିକାରୀ ପ୍ରସନ୍ନକୁମାର ପାତ୍ର, ଡୁଡା ଶଶିଭୁଷଣ ପଣିଗ୍ରାହୀ, ଏସ୍‌ଏମସି ଉପାୟୁକ୍ତ, ସହାୟକ ଆୟୁକ୍ତ, ସମ୍ବଲପୁର ମୁନିସିପାଲ କର୍ପୋରେସନ ର ନିର୍ବାହୀ ଇଞ୍ଜିନିୟର, କୁଚିଣ୍ଡା ଓ ରେଢ଼ାଖୋଲ ଏନ୍‌ଏସିର ଅଧ୍ୟକ୍ଷା ଓ ସଭ୍ୟମାନେ, ଡୁଡା , ୟୁଏଲବି କର୍ମଚାରୀ ଏବଂ ସମସ୍ତ ମାଷ୍ଟର ଟ୍ରେନରମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande