ରାଜ୍ୟ କ୍ୟାବିନେଟରେ 11 ଟି ପ୍ରସ୍ତାବକୁ ଅନୁମୋଦନ
ଭୁବନେଶ୍ୱର, 16 ଜୁଲାଇ (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ବୈଠକରେ ବିଭିନ୍ନ ବିଭାଗର 11ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ୩୧.୦୩.୨୦୨୩ ସୁଦ୍ଧା ଅବଶିଷ୍ଟ ୟୁଟିଲିଟି/ଡିସକମ୍ ମାନଙ୍କ / ଗ୍ରିଡକୋ ଆକାଉଣ୍ଟ ବହିରେ ଥିବା ଆଇବିଆରଡି ଋଣ, କେପେକ୍ସ ଋଣ ଏବଂ
ରାଜ୍ୟ କ୍ୟାବିନେଟରେ 11 ଟି ପ୍ରସ୍ତାବକୁ ଅନୁମୋଦନ


ଭୁବନେଶ୍ୱର, 16 ଜୁଲାଇ (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ବୈଠକରେ ବିଭିନ୍ନ ବିଭାଗର 11ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।

୩୧.୦୩.୨୦୨୩ ସୁଦ୍ଧା ଅବଶିଷ୍ଟ ୟୁଟିଲିଟି/ଡିସକମ୍ ମାନଙ୍କ / ଗ୍ରିଡକୋ ଆକାଉଣ୍ଟ ବହିରେ ଥିବା ଆଇବିଆରଡି ଋଣ, କେପେକ୍ସ ଋଣ ଏବଂ ଆର-ଏପିଡ଼ିଆରପି ଋଣ ଉପରେ ବକେୟା ଥିବା ସୁଧକୁ ପୁଞ୍ଜିକରଣ କରିବା ଏବଂ ପରବର୍ତ୍ତୀ ଅବଧି ପାଇଁ ଶୂନ ସୁଧ ବହନକାରୀ ଋଣରେ ରୂପାନ୍ତରଣ କରିବା ଲାଗି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

ସେହିପରି ଓଡ଼ିଶା ପମ୍ପ୍ଡ଼ ସଂରକ୍ଷଣ ପ୍ରକଳ୍ପ (ପି ଏସ୍ ପି) ନୀତି ଅନୁମୋଦନ ନିମିତ୍ତ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି I

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande