କେନ୍ଦୁଝର, ୧୭ ଜୁଲାଇ (ହି.ସ.) - ଚମ୍ପୁଆ ଠାରେ କେରଳା ଇଂରାଜୀ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ର ଛାତରୁ ଡେଇଁ ମୃତ୍ୟୁ ହୋଇଥଲା। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥଲା। ଆଜି ତଦନ୍ତ ପରେ ପୋଲିସ ବିଦ୍ୟାଳୟର ଚାରିଜଣ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA