ଭୁବନେଶ୍ୱର, 17 ଜୁଲାଇ (ହି.ସ.)- ଓଡ଼ିଶା ବନ୍ଦ ପାଳନ ନେଇ ପିସିସି ସଭାପତି ଭକ୍ତ ଦାସ ପ୍ରତିକ୍ରିୟା ରଖିଛନ୍ତି
। ଆଜି ସମଗ୍ର ରାଜ୍ୟରେ ବନ୍ଦ ପାଳନ କରାଯାଉଛି । ସବୁଠି ଦୋକାନ,
ବଜାର,
ଅଫିସ୍
ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ ରେଳ ରୋକ୍ କରିଛନ୍ତି କର୍ମୀ । ଲୋକେ ସ୍ବତଃପ୍ରବୃତ ଭାବେ
ସମର୍ଥନ କରୁଛନ୍ତି । ଧସ୍ତାଧସ୍ତି ହେବ,
ଏହା
ନ୍ୟାୟର ଲଢ଼େଇ । ନ୍ୟାୟ ଦିଅ,
ଆମେ
ବନ୍ଦ ପ୍ରତ୍ୟାହାର କରିବୁ ବୋଲି ଭକ୍ତ ଦାସ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା