ଭୁବନେଶ୍ୱର, 17 ଜୁଲାଇ (ହି.ସ.)
- କଂଗ୍ରେସର ଓଡିଶା ବନ୍ଦ ସମୟରେ କୌଣସି ବ୍ୟକ୍ତି ଯଦି ହଇରାଣ ହରକତ ହେଉଥାନ୍ତି
ତେବେ କମିସନରେଟ ପୋଲିସର ହେଲ୍ପଲାଇନ ନମ୍ବରକୁ ଯୋଗାଯୋଗ ପାଇଁ ଅପିଲ କରିଛି ପୋଲିସ । ବିଶେଷ
କରି ମେଡିକାଲ ଯାଉଥିବା ରୋଗୀ, ସରକାରୀ କର୍ମଚାରୀ, ଜରୁରୀକାଳୀନ ସେବା ଯୋଗାଉ ଥିବା ବ୍ୟକ୍ତି କିମ୍ବା ଗାଡି ଚାଳକମାନେ
ଯୋଗାଯୋଗ କରିପାରିବେ । ଏହା ସଶହ କମିସନରେଟ
ପୋଲିସର ମେଲ୍ ଆଇଡିକୁ ଜଣାଇବାକୁ ଅପିଲ କଲା ପୋଲିସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା