ଭୁବନେଶ୍ୱର, 02 ଜୁଲାଇ (ହି.ସ.) କେନ୍ଦ୍ରୀୟ ଜନଜାତୀୟ ବ୍ୟାପାର
ମନ୍ତ୍ରୀ ଜୁଏଲ ଓରାମ ଜନ୍ମ ଦିନ ଅବସରରେ ଏକାମ୍ର ବିଧାୟକ ବାବୁ ସିଂହଙ୍କୁ ଶୁଭେଚ୍ଛା
ଜଣାଇଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଏକାମ୍ର
ବିଧାନସଭାର ଲୋକପ୍ରିୟ ବିଧାୟକ ଶ୍ରୀ ବାବୁ ସିଂଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ
ଅଭିନନ୍ଦନ।ବାବା ଲିଙ୍ଗରାଜଙ୍କ ନିକଟରେ ଆପଣଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ
ଦୀର୍ଘାୟୁ ଜୀବନ ନିମନ୍ତେ କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ଅନିଲ