ଆଇଆଇଏମ୍ ସମ୍ବଲପୁର, ଶିକ୍ଷାଗତ ଉତ୍କର୍ଷ ଏବଂ ବିବିଧତା ପ୍ରତି ନିଜର ପ୍ରତିବଦ୍ଧତା
ସମ୍ବଲପୁର, ୦୨ ଜୁଲାଇ(ହି.ସ.) – ସମ୍ବଲପୁର ଦେଶର ଅନ୍ୟତମ ପ୍ରଗତିଶୀଳ ଜିଲ୍ଲା ଏବଂ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଆଇଆଇଏମ ସମ୍ବଲପୁର, ଶିକ୍ଷାଗତ ଉତ୍କର୍ଷ ଏବଂ ବିବିଧତା ପ୍ରତି ନିଜର ପ୍ରତିବଦ୍ଧତା ବଜାୟ ରଖିଛି। ୨୦୨୫-୨୭ ଶିକ୍ଷାବର୍ଷ ପାଇଁ ନୂଆ ନାମଲଖା ଚକ୍ରରେ ଆଇଆଇଏମ୍ ସମ୍ବଲପୁର ଇଞ୍ଜିନିୟରିଂ ଛା
ଆଇଆଇଏମ ସମ୍ବଲପୁର, ଶିକ୍ଷାଗତ ଉତ୍କର୍ଷ ଏବଂ ବିବିଧତା ପ୍ରତି ନିଜର ପ୍ରତିବଦ୍ଧତା


ସମ୍ବଲପୁର, ୦୨ ଜୁଲାଇ(ହି.ସ.) – ସମ୍ବଲପୁର ଦେଶର ଅନ୍ୟତମ ପ୍ରଗତିଶୀଳ ଜିଲ୍ଲା ଏବଂ ଦ୍ରୁତଗତିରେ ବୃଦ୍ଧି ପାଉଥିବା ଆଇଆଇଏମ ସମ୍ବଲପୁର, ଶିକ୍ଷାଗତ ଉତ୍କର୍ଷ ଏବଂ ବିବିଧତା ପ୍ରତି ନିଜର ପ୍ରତିବଦ୍ଧତା ବଜାୟ ରଖିଛି। ୨୦୨୫-୨୭ ଶିକ୍ଷାବର୍ଷ ପାଇଁ ନୂଆ ନାମଲଖା ଚକ୍ରରେ ଆଇଆଇଏମ୍ ସମ୍ବଲପୁର ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ୫% ବୃଦ୍ଧି ହାସଲ କରିଛି। ଏହି ପରିବର୍ତନ ନୂତନ ପ୍ରଚଳିତ ଏମ୍‌ବିଏ ଇନ୍ ବିଜେନସ୍ ଆନାଲିଟିକ୍ସ(ଏମ୍‌ବିଏ-ବିଏ) ପ୍ରୋଗ୍ରାମ୍ ଏବଂ ୧୧ତମ ବ୍ୟାଚ୍ ପାଇଁ ପ୍ରଚଳିତ ଏମ୍‌ବିଏ ପ୍ରୋଗ୍ରାମ୍ ଉଭୟରେ ଦେଖାଯାଇଛି।

ଉଭୟ ଏମ୍‌ବିଏ ପାଠ୍ୟକ୍ରମରେ ସମୁଦାୟ ୩୬୩ ଜଣ ସ୍ନାତକ ନାମ ଲେଖାଇଛନ୍ତି। ସେଥିରୁ ୧୮୬ ଜଣ (୫୧.୨୪% ଇଞ୍ଜିନିୟରିଂ ଡିଗ୍ରୀ ରଖିଛନ୍ତି। ଅନ୍ୟପକ୍ଷରେ, ଅଣ-ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୪୮.୭୬%। ବିଜେନସ୍ ଆନାଲିଟିକ୍ସ୍ ପାଠ୍ୟକ୍ରମରେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୬୧.୭୦% ହୋଇଥିବା ବେଳେ ପ୍ରଚଳିତ ଏମବିଏ ପାଠ୍ୟକ୍ରମରେ ଇଞ୍ଜିନିୟରିଂ ଏବଂ ଅଣ-ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରାୟ ସମାନ, ଯଥାକ୍ରେମ ୪୯.୬୮% ଏବଂ ୫୦.୩୨%।

ଏହା ବ୍ୟତୀତ ଏମବିଏ-ବିଏ ବ୍ୟାଚର ସମସ୍ତ ଛାତ୍ରଛାତ୍ରୀଙ୍କର ପୂର୍ବ କାର୍ଯ୍ୟାନୁଭୂତି ରହିଛି ଯାହା ବ୍ୟବସାୟିକ ପରେିବଶେର ପ୍ରୟୋଗାତ୍ମକ ଦକ୍ଷତା ବୃଦ୍ଧି କରିବୋର ସହାୟକ ହେବ।ଲିଙ୍ଗ ବିବିଧତା ଦୃଷ୍ଟିରୁ, ସମୁଦାୟ ବ୍ୟାଚରେ ୩୩% ମହିଳା ଏବଂ ୬୭% ପୁରୁଷ ଛାତ୍ର ଅଛନ୍ତି। ପ୍ରଚଳିତ ଏମ୍‌ବିଏ ପାଠ୍ୟକ୍ରମରେ ୩୮% ମହିଳା ଏବଂ ୬୨% ପୁରୁଷ ଛାତ୍ର ଥିବାବେଳେ, ଏମବିଏ-ବିଏର ମାତ୍ର ୫% ମହିଳା ଏବଂ ୯୫% ପୁରୁଷ ଛାତ୍ର ଅଛନ୍ତି।

ଆଇଆଇଏମ୍ ସମ୍ବଲପୁରର ଉଦଘାଟନୀ ସମୋରୋହରେ ମୁଖ୍ୟ ଅତିଥି ଭାବେର ଭାରତ ସରକାରଙ୍କ ଡିଏଆରପିଜିର ସଚିବ ଶ୍ରୀ ଭି. ଶ୍ରୀନିବାସ, ଆଇଏଏସ; ସମ୍ମାନିତ ଅତିଥି ଭାବରେ ବେଦାନ୍ତ ଆଲୁମିନିୟମର ସିଇଓ ଶ୍ରୀ ରାଜୀବ କୁମାର, ମୁଖ୍ୟବକ୍ତା ଭାବେର ଆମାଜନ ଇଣ୍ଡିଆର କଂଟ୍ରି ମ୍ୟାନେଜର୍ ଶ୍ରୀ ସମିର କୁମାର ଏବଂ ଆଇଆଇଏମ ସମ୍ବଲପୁରର ନିର୍ଦେଶକ ପ୍ରେଫସର ମହୋଦବ ଜୟସ୍ୱାଲ୍ ସହିତ ଅନ୍ୟ ଶିକ୍ଷକମାନେ ଏବଂ ଛାତ୍ରଛାତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ। ନିଜର ସ୍ୱାଗତ ଭାଷଣରେ ଆଇଆଇଏମ ସମ୍ବଲପୁରର ନିର୍ଦେଶକ ପ୍ରେଫସର ମହାଦେବ ଜୟସ୍ୱାଲ୍ କହିଥେଲ ଯେ, ‘‘୨୦୧୫ରେ ଭାରତ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଆଇଆଇଏମ ସମ୍ବଲପୁର ଭାରତକୁ ବିଶ୍ୱର ୧୦ତମରୁ ୪ର୍ଥ ବୃହତମ ଅଥର୍ନୀତିରେ ପରିଣତ କରିବାରେ ଡିଜିଟାଲ୍ ଇଣ୍ଡିଆ, ସ୍କିଲ୍ ଇଣ୍ଡିଆ ଏବଂ ମେକ୍ ଇନ୍ ଇଣ୍ଡିଆ ଭଳି ସାହସିକ ସୁଧାର ଅନ୍ତର୍ଭୁକ୍ତ। ଆମେ ବିଶ୍ୱାସ କରୁ ଯେ ଏବେ ‘ବ୍ରାଣ୍ଡ୍ ଇନ୍ ଇଣ୍ଡିଆ’ ଯୋଡିବାର ସମୟ ଆସିଛି। ଆମର ଲକ୍ଷ୍ୟ ସମ୍ବଲପୁରକୁ ବିଶ୍ୱର ପ୍ରଥମ ସ୍ଥାୟୀ ସହର ଭାବେ ଗଢିବା ଯାହା ପାଇଁ ଆମେ ସରକାରଙ୍କ ସହେଯାଗ ଚାହୁଁଛୁ। ଏକ ନୂଆ ଯୁଗର ଆଇଆଇଏମ୍ ଭାବ େଆମ କେବଳ ଚାକିରି ସନ୍ଧାନ ନେୁହଁ, ବରଂ ଉଦ୍ୟୋଗୀ ମାନସିକତା ସହିତ ଚାକିରି ସୃଷ୍ଟି କରୁଥିବା ଲିଡର ଗଢିବାରେ ସହେଯାଗ କରୁଛୁ। ଏମବିଏ ନାମେଲଖାରେ ଲିଙ୍ଗ ସମାନତା, ମାଷ୍ଟର ୱିଭର୍ ପ୍ରୋଗ୍ରାମ୍ ମାଧ୍ୟମେର ପାରମ୍ପାରିକ ବୁଣାକାରମାନଙ୍କ ସଶକ୍ତୀକରଣ, ଏବଂ ଏଆଇ-ସକ୍ଷମ ଶ୍ରେଣୀକକ୍ଷ େଆଲାଚନା ଭଳି ଭାରତରେ ପ୍ରଥମ (ଏବଂ ବିଶ୍ୱରେ ମଧ୍ୟ ପ୍ରଥମ) ପଦେକ୍ଷପ ଦ୍ୱାରା ଆମେ ମାନଦଣ୍ଡ ସ୍ଥାପନ କରିଛୁ।’’

ଡିଏଆରଜିପିର ସଚିବ ଶ୍ରୀ ଭି ଶ୍ରୀନିବାସ କହିଥେଲ ଯେ, ‘ପ୍ରେତ୍ୟେକ କ୍ଷେତ୍ର ଯଥା ସ୍ପେସ୍‌?, ବୋୟୋଟେକ୍‌?, ସେମିକଣ୍ଡକ୍ଟ,ର୍ ଶକ୍ତି ଏବଂ ରେୋବାଟିକ୍ସର ଭାରତ ଏକ ଅଭୂତପୂର୍ବ ପ୍ରଯୁକ୍ତିବିଦ୍ୟା ଅଗ୍ରଗତି ଦେଖୁଛି। ‘ସର୍ବାଧିକ ଶାସନ, ନ୍ୟୁନତମ ସରକାର’ ଆମର ଏହି ପଦ୍ଧତି ଏହାକୁ ନାଗରିକ କେ?ନ୍ଦ୍ରୀକ ଫଳାଫଳେର ପରିଣତ କରୁଛି, ୧୦୦% କାଗଜବିହୀନ କେନ୍ଦ୍ରୀୟ ସଚିବାଳୟ, ବିଶ୍ୱର ସବୁଠାରୁ ବଡ଼ ଏଆଇ-ସକ୍ଷମ ଅଭେିଯାଗ ନିବାରଣ ପ୍ଲାଟଫର୍ମ ଏବଂ ୨୦ରୁ ଅଧିକ ଅପ୍ରଚଳିତ ନିୟମାବଳୀ ହ୍ରାସ ଯାହା ବ୍ୟବସାୟକୁ ସଫଳତାର ସହିତ ଚଳାଇବୋର ସହାୟକ। ବେଦାନ୍ତ ଆଲୁମିନିୟମ ସିଇଓ ଶ୍ରୀ ରାଜୀବ କୁମାର କହିଥିଲୋ ଯେ ଶିଳ୍ପ ଦୂନିଆରେ ୩୫ ବଷର୍ର ଅନୁଭୂତି ପରେ ମୁଁ କହିପାରୁଛି, ନେତୃତ୍ୱ କୌଣସି ହ୍ୟାଣ୍ଡବୁକରେ ମେିଳନା, ଏହା ଆମ ଭିତରୁ ବାହାରିଥାଏ। ପ୍ରତି ପକ୍ଷରେ ନିଜକୁ ପଚାର ମୋତେ କ’ଣ କ୍ରୋଧିତ, ଖରାପ, ଦୁଃଖିତ କିମ୍ବା ଆନନ୍ଦିତ କରେ ଏହି ଉତରଗୁଡ଼ିକ ତୁମକୁ ସେଚ୍ଚାଟ ରଖିବ ଯେତେବେଳ ତେୁମ ନିଜର ପ୍ରତିମୂର୍ତି ଗଢିବ ନିଜ କମ୍ଫର୍ଟ ଜୋନ୍ ବାହାରି ଆସ, କାରଣ ଏହା ବୃଦ୍ଧି ପାଇଁ ଗୁରୁତ୍ୱ ରଖେ

ସମୋରାହେର ଡିନ୍ ଏକୋଡମିକ୍ସ୍ ପ୍ରେଫସର ଦୀପ୍ତିରଞ୍ଜନ ମହାପାତ୍ରଙ୍କ ଦ୍ୱାରା ସ୍ୱାଗତ ଭାଷଣ ପ୍ରଦାନ କରାଯାଇଥିଲା। ଏମବିଏର ୧୧ତମ ବ୍ୟାଚ ଏବଂ ଏମବିଏ-ବିଏର ପ୍ରଥମ ବ୍ୟାଚ୍ ବିଷୟରେ ପରିଚୟ ଆଡ଼ମିସନ୍ ଚେୟାର୍ ପ୍ରଫେସର ସିଦ୍ଧାର୍ଥ ଜି. ମାଝି ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande