ସମ୍ବଲପୁର ନଗର ଅଂଚଳର ବିକାଶ କାର୍ଯ୍ୟ ଓ ସଡ଼଼କ-ନିର୍ମାଣ ବ୍ୟବସ୍ଥାର ସମୀକ୍ଷା
ସମ୍ବଲପୁର, ୦୨ ଜୁଲାଇ(ହି.ସ.) – ଆଜି ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ସମ୍ବଲପୁର ମାନଗର ନିଗମର ଆୟୁକ୍ତ ଶ୍ରୀ ବେଦଭୂଷଣ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ଜେଲଛକ, ସର୍କିଟ ହାଉସ, ମୋଦିପଡ଼ା, କ୍ଷେତରାଜପୁର ଓ ଦୁର୍ଗାପାଲି ଅଂଚଳର ରାସ୍ତାଘାଟ, ଡ୍ରେନେଜ ବ୍ୟବସ୍ଥା ବିଭ
ସମ୍ବଲପୁର ନଗର ଅଞ୍ଚଳର ବିକାଶ କାର୍ଯ୍ୟ ଓ ସଢ଼କ-ନିର୍ମାଣ ବ୍ୟବସ୍ଥାର ସମୀକ୍ଷା


ସମ୍ବଲପୁର ନଗର ଅଞ୍ଚଳର ବିକାଶ କାର୍ଯ୍ୟ ଓ ସଢ଼କ-ନିର୍ମାଣ ବ୍ୟବସ୍ଥାର ସମୀକ୍ଷା


ସମ୍ବଲପୁର ନଗର ଅଞ୍ଚଳର ବିକାଶ କାର୍ଯ୍ୟ ଓ ସଢ଼କ-ନିର୍ମାଣ ବ୍ୟବସ୍ଥାର ସମୀକ୍ଷା


ସମ୍ବଲପୁର ନଗର ଅଞ୍ଚଳର ବିକାଶ କାର୍ଯ୍ୟ ଓ ସଢ଼କ-ନିର୍ମାଣ ବ୍ୟବସ୍ଥାର ସମୀକ୍ଷା


ସମ୍ବଲପୁର, ୦୨ ଜୁଲାଇ(ହି.ସ.) – ଆଜି ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ସମ୍ବଲପୁର ମାନଗର ନିଗମର ଆୟୁକ୍ତ ଶ୍ରୀ ବେଦଭୂଷଣ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ଜେଲଛକ, ସର୍କିଟ ହାଉସ, ମୋଦିପଡ଼ା, କ୍ଷେତରାଜପୁର ଓ ଦୁର୍ଗାପାଲି ଅଂଚଳର ରାସ୍ତାଘାଟ, ଡ୍ରେନେଜ ବ୍ୟବସ୍ଥା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି। କଟାପାଲି ଓ ପର୍ôଧଆପାଲି ଅଂଚଳରେ ନିର୍ମାଣଧୀନ 'ସ୍ୱାଗତ ଦ୍ୱାର' ପ୍ରକଳ୍ପ ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande