ଝାରସୁଗୁଡ଼ା  ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ
ଭୁବନେଶ୍ୱର, 02 ଜୁଲାଇ (ହି.ସ.) କେନ୍ଦ୍ରୀୟ ଜନଜାତୀୟ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଜନ୍ମ ଦିନ ଅବସରରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଝାରସୁଗୁଡ଼ା ବିଧାନସଭାର ଲୋକପ୍ରିୟ ବିଧାୟକ ଟଙ୍କଧର ତ୍ରିପା
ଝାରସୁଗୁଡ଼ା  ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା     ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ


ଭୁବନେଶ୍ୱର, 02 ଜୁଲାଇ (ହି.ସ.) କେନ୍ଦ୍ରୀୟ ଜନଜାତୀୟ ବ୍ୟାପାର

ମନ୍ତ୍ରୀ ଜୁଏଲ ଓରାମ ଜନ୍ମ ଦିନ ଅବସରରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଝାରସୁଗୁଡ଼ା ବିଧାନସଭାର ଲୋକପ୍ରିୟ ବିଧାୟକ ଟଙ୍କଧର

ତ୍ରିପାଠୀଙ୍କୁ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଜଗନ୍ନାଥଙ୍କ

ନିକଟରେ ଆପଣଙ୍କର ଉତ୍ତମ ସ୍ବାସ୍ଥ୍ୟ ଓ ସଫଳ ଭବିଷ୍ୟତ ନିମନ୍ତେ କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ଅନିଲ


 rajesh pande