ଜଳ ଘେରରେ ଭୋଗରାଇର 10 ପଂଚାୟତ
ଭୁବନେଶ୍ୱର, 2 ଜୁଲାଇ (ହି.ସ.) - ବନ୍ୟା ଯୋଗୁଁ ପାଣି ଘେରରେ ଭୋଗରାଇର 10 ରୁ ଅଧିକ ପଂଚାୟତ । କୁମ୍ଭୀରଗଡି ପଞ୍ଚାୟତର 6ଟି ଗାଁ ଭିତରେ ବନ୍ୟା ପାଣି ପ୍ରବାହିତ ହେଉଥିବା ବେଳେ ଗବଗାଁ ପଂଚାୟତ ଏବେ ଵି ପାଣି ଘେରରେ ରହିଛି । 4 ଦିନ ହେଲା ଜଳ ବନ୍ଦୀ ରେ ଲୋକେ
ଜଳ ଘେରରେ ଭୋଗରାଇର 10     ପଂଚାୟତ


ଭୁବନେଶ୍ୱର, 2 ଜୁଲାଇ (ହି.ସ.)

- ବନ୍ୟା ଯୋଗୁଁ

ପାଣି ଘେରରେ ଭୋଗରାଇର 10 ରୁ ଅଧିକ

ପଂଚାୟତ । କୁମ୍ଭୀରଗଡି ପଞ୍ଚାୟତର 6ଟି ଗାଁ ଭିତରେ ବନ୍ୟା ପାଣି

ପ୍ରବାହିତ ହେଉଥିବା ବେଳେ ଗବଗାଁ ପଂଚାୟତ ଏବେ ଵି ପାଣି ଘେରରେ ରହିଛି । 4 ଦିନ ହେଲା ଜଳ ବନ୍ଦୀ ରେ ଲୋକେ ରହିଥିବା ଯୋଗୁଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି

। ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ପ୍ରଶାସନ ସହାୟତା ଅପେକ୍ଷାରେ ସ୍ଥାନୀୟ ବାସିନ୍ଦା ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande