ବିଏମସିର ସୁରକ୍ଷା ନେଇ ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ
ଭୁବନେଶ୍ୱର, 2 ଜୁଲାଇ (ହି.ସ.)- - ବିଏମସିର ସୁରକ୍ଷା ନେଇ ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ବିଏମ୍‌ସି କାର୍ଯ୍ୟାଳୟରେ ସୁରକ୍ଷା ନେଇ ଆଲୋଚନା ହେବ । ବୈଠକରେ ମେୟର, ବରିଷ୍ଠ ଅଧିକାରୀ, ସୁରକ୍ଷା ଏଜେନ୍ସି , ସ୍ମାର୍ଟସିଟି ଅଧିକାରୀ ଉପସ୍ଥିତ ଅଛନ୍ତି । ଏତେ ସୁରକ୍ଷା କର୍ମୀ ଥା
ବିଏମସିର ସୁରକ୍ଷା ନେଇ     ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ


ଭୁବନେଶ୍ୱର, 2 ଜୁଲାଇ (ହି.ସ.)-

- ବିଏମସିର ସୁରକ୍ଷା

ନେଇ ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ବିଏମ୍‌ସି

କାର୍ଯ୍ୟାଳୟରେ ସୁରକ୍ଷା ନେଇ ଆଲୋଚନା ହେବ । ବୈଠକରେ ମେୟର, ବରିଷ୍ଠ ଅଧିକାରୀ, ସୁରକ୍ଷା ଏଜେନ୍ସି , ସ୍ମାର୍ଟସିଟି ଅଧିକାରୀ ଉପସ୍ଥିତ ଅଛନ୍ତି । ଏତେ ସୁରକ୍ଷା କର୍ମୀ ଥାଇ କେଉଁ କାରଣରୁ ଅଟକାଇପାରିଲେ

ନାହିଁ ଏଭଳି ଘଟଣା ସେ ଉପରେ ଆଲୋଚନା ହେବ ।

ଅନ୍ୟପଟେ ବିଏମସି ଅଫିସରେ

କାମ କରୁନି ସିସିଟିଭି । ଯାହାକୁ ନେଇ ବର୍ଷିଛନ୍ତି ମେୟର ସୁଲୋଚନା ଦାସ । ସିସି ଟିଭି

ସ୍ମାର୍ଟ ସିଟି ଦାୟିତ୍ୱରେ ରହିଛି। ଯଦି କାମ ନ କରିପାରୁଛି ଛାଡ଼ିକି ଯାଅ ବୋଲି କହିଛନ୍ତି

ମେୟର।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande