ଡକ୍ଟର୍ସ ଦିବସରେ ସୁନାମଧନ୍ୟ ଡାକ୍ତରଙ୍କୁ ସମ୍ବର୍ଦ୍ଧନା
ଗଂଜାମ, 2 ଜୁଲାଇ (ହି.ସ.) ଡାକ୍ତର ଦିବସରେ ପାଳନ ଅବସରରେ ବରିଷ୍ଠ‌ ସାମ୍ଵାଦିକ‌ ତଥା ଡାକ୍ତର ହୃଷୀକେଶ ମହାନ୍ତିଙ୍କୁ ରୋଟାରୀ କ୍ଲବ ଓ ଵ୍ରହ୍ମପୁର ଡକ୍ଟର୍ସ ଫୋରମ୍ ପକ୍ଷରୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି। ---------------
doctor today sona montana


ଗଂଜାମ, 2 ଜୁଲାଇ (ହି.ସ.)

ଡାକ୍ତର ଦିବସରେ ପାଳନ ଅବସରରେ ବରିଷ୍ଠ‌ ସାମ୍ଵାଦିକ‌ ତଥା ଡାକ୍ତର ହୃଷୀକେଶ ମହାନ୍ତିଙ୍କୁ ରୋଟାରୀ କ୍ଲବ ଓ ଵ୍ରହ୍ମପୁର ଡକ୍ଟର୍ସ ଫୋରମ୍ ପକ୍ଷରୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande