ଆଜି ଓଏଏସ ସଂଘର ବୈଠକ
ଭୁବନେଶ୍ୱର, 2 ଜୁଲାଇ (ହି.ସ.)- ଆଜି ବସିବ ଓଏଏସ ସଙ୍ଘର ବୈଠକ । ଆଜି ସକାଳ ପର୍ଯ୍ୟନ୍ତ ସରକାରଙ୍କୁ ମହଲତ ଦେଇଥିଲା ସଂଘ । ଘଟଣା ପଛରେ ଥିବା ମୁଖ୍ୟ ଆସାମୀକୁ ଗିରଫ ପାଇଁ ଓଏଏସ ସଙ୍ଘର ଦାବି ରହିଛି । ଆଜି ବୈଠକରେ ସଙ୍ଘର କଣ ରହିଛି ନିଷ୍ପତ୍ତି ତା ଉପରେ ନଜର ରହିଛି ।
ଆଜି ଓଏଏସ ସଂଘର ବୈଠକ


ଭୁବନେଶ୍ୱର, 2 ଜୁଲାଇ (ହି.ସ.)- ଆଜି ବସିବ ଓଏଏସ

ସଙ୍ଘର ବୈଠକ । ଆଜି ସକାଳ ପର୍ଯ୍ୟନ୍ତ ସରକାରଙ୍କୁ ମହଲତ ଦେଇଥିଲା ସଂଘ । ଘଟଣା ପଛରେ ଥିବା

ମୁଖ୍ୟ ଆସାମୀକୁ ଗିରଫ ପାଇଁ ଓଏଏସ ସଙ୍ଘର ଦାବି ରହିଛି । ଆଜି ବୈଠକରେ ସଙ୍ଘର କଣ ରହିଛି

ନିଷ୍ପତ୍ତି ତା ଉପରେ ନଜର ରହିଛି । ଅନେକ

ଜିଲ୍ଲାରେ କାମରେ ଯୋଗ ଦେଇନାହାନ୍ତି ଓଏଏସ ଅଧିକାରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande