ବିଏମସି ଅଫିସରେ ଓଏଏସଙ୍କୁ ମାଡ ଘଟଣାରେ ପ୍ରକୃତରେ ଭୁଲ ଅଛି ବୋଲି ନିନ୍ଦା କରୁଛନ୍ତି ଅପରାଜିତା-  ପ୍ରମିଳା ମଲ୍ଲିକ
ଭୁବନେଶ୍ୱର, 2 ଜୁଲାଇ (ହି.ସ.) - ବିଏମସି ଅଫିସରେ ଓଏଏସଙ୍କୁ ମାଡ ଘଟଣାରେ ଅପରାଜିତାଙ୍କ ବୟାନକୁ ନେଇ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି । ପ୍ରମିଳା କହିଛନ୍ତି ଯେ, ଅପରାଜିତା ପ୍ରଶାସିକା ଥିଲେ । ଜାଣିଛନ୍ତି ଭୁଲ ରହିଛି । ପ୍ରକୃତରେ ଭୁଲ ଅଛି ବୋଲି ନିନ୍ଦା
ବିଏମସି ଅଫିସରେ ଓଏଏସଙ୍କୁ     ମାଡ ଘଟଣାରେ ପ୍ରକୃତରେ ଭୁଲ ଅଛି ବୋଲି ନିନ୍ଦା କରୁଛନ୍ତି ଅପରାଜିତା-  ପ୍ରମିଳା ମଲ୍ଲିକ


ଭୁବନେଶ୍ୱର, 2 ଜୁଲାଇ (ହି.ସ.)

- ବିଏମସି

ଅଫିସରେ ଓଏଏସଙ୍କୁ ମାଡ ଘଟଣାରେ ଅପରାଜିତାଙ୍କ ବୟାନକୁ ନେଇ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା

ରଖିଛନ୍ତି । ପ୍ରମିଳା କହିଛନ୍ତି ଯେ, ଅପରାଜିତା ପ୍ରଶାସିକା ଥିଲେ । ଜାଣିଛନ୍ତି ଭୁଲ ରହିଛି ।

ପ୍ରକୃତରେ ଭୁଲ ଅଛି ବୋଲି ନିନ୍ଦା କରୁଛନ୍ତି । କିନ୍ତୁ ବିଜେପି ନେତା ଆକ୍ସନ ନେବା

ପରିବର୍ତ୍ତେ ଘଣ୍ଟ ଘୋଡାଇଛନ୍ତି । ଓଡ଼ିଶାରେ ମହିଳା ବି ଏବେ ଅସୁରକ୍ଷିତ । ଆମେରିକା

ରାଷ୍ଟ୍ରପତି ବି ଓଡ଼ିଶାକୁ ଅସୁରକ୍ଷିତ ମନେ କରି ଗାଇଡଲାଇନ ଜାରି କରିଛନ୍ତି । ଆଗକୁ ଅନ୍ୟ ଦେଶ

ବି ଏହି ପନ୍ଥା ଆପଣାଇବେ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande