ବଡ଼ମେଡ଼ିକାଲରେ ଛାତ୍ରଛାତ୍ରୀଙ୍କୁ ମାନସିକ ନିର୍ଯ୍ୟାତନା ଅଭିଯୋଗ
ଗଞାମ, ୨୪ ଜୁଲାଇ (ହି.ସ.) - ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ପିଜିଛାତ୍ରଛାତ୍ରୀ ମାନଙ୍କୁ ଆସୋସିଏଟ ପ୍ରଫେସର ଭାରତୀଦାଶ ମାନସିକ ନିର୍ଯ୍ୟାତନା ଦେବା ସଂପର୍କରେ କଲେଜ ଅଧ୍ୟକ୍ଷ ଓ ଡିନ୍ ନିକଟରେ ଅଭିଯୋଗ ହୋଇଛି । ହିନ୍ଦୁସ୍ଥାନସମାଚାର/ହୃଷୀକେଶ/ଭାନୁ
ବଡ଼ମେଡ଼ିକାଲରେ ଛାତ୍ରଛାତ୍ରୀଙ୍କୁ ମାନସିକ ନିର୍ଯ୍ୟାତନା ଅଭିଯୋଗ


ଗଞାମ, ୨୪ ଜୁଲାଇ (ହି.ସ.) - ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ପିଜିଛାତ୍ରଛାତ୍ରୀ ମାନଙ୍କୁ ଆସୋସିଏଟ ପ୍ରଫେସର ଭାରତୀଦାଶ ମାନସିକ ନିର୍ଯ୍ୟାତନା ଦେବା ସଂପର୍କରେ କଲେଜ ଅଧ୍ୟକ୍ଷ ଓ ଡିନ୍ ନିକଟରେ ଅଭିଯୋଗ ହୋଇଛି ।

ହିନ୍ଦୁସ୍ଥାନସମାଚାର/ହୃଷୀକେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande