ବ୍ୟାଙ୍କ ଅଫ ବରୋଦା ତରଫରୁ ବୃଦ୍ଧାଶ୍ରମରେ କମ୍ବଳ ବଂଟନ
କୋରେଇ, ୨୪ ଜୁଲାଇ (ହି.ସ.) - ଯାଜପୁର ରୋଡ଼ସ୍ଥିତ ବ୍ୟାଙ୍କ ଅଫ ବରୋଦା ତରଫରୁ ବିଭିନ୍ନ ସମୟରେ ବିଭିନ୍ନ ସାଜିକ କାର୍ଯ୍ୟ ସହ ଜଡିତ ଥିବା ବେଳେ ଆଜି ପାଣିକୋଇଲିସ୍ଥିତ ବୃଦ୍ଧାଶ୍ରମ ଶେଷ ପରିଚୟରେ କମ୍ବଳ ବଂଟନ କରାଯାଇଛି। ବ୍ୟାଙ୍କର ପରିଚାଳକ ବେଦବ୍ରହ୍ମା ପରିଡ଼ାଙ୍କ ନେତୃତ୍ୱରେ କର୍ମଚାରୀ ପ୍ରତାପ କୁମାର
ବ୍ୟାଙ୍କ ଅଫ ବରୋଦା ତରଫରୁ ବୃଦ୍ଧାଶ୍ରମରେ କମ୍ବଳ ବଂଟନ


କୋରେଇ, ୨୪ ଜୁଲାଇ (ହି.ସ.) - ଯାଜପୁର ରୋଡ଼ସ୍ଥିତ ବ୍ୟାଙ୍କ ଅଫ ବରୋଦା ତରଫରୁ ବିଭିନ୍ନ ସମୟରେ ବିଭିନ୍ନ ସାଜିକ କାର୍ଯ୍ୟ ସହ ଜଡିତ ଥିବା ବେଳେ ଆଜି ପାଣିକୋଇଲିସ୍ଥିତ ବୃଦ୍ଧାଶ୍ରମ ଶେଷ ପରିଚୟରେ କମ୍ବଳ ବଂଟନ କରାଯାଇଛି। ବ୍ୟାଙ୍କର ପରିଚାଳକ ବେଦବ୍ରହ୍ମା ପରିଡ଼ାଙ୍କ ନେତୃତ୍ୱରେ କର୍ମଚାରୀ ପ୍ରତାପ କୁମାର ପରିଡ଼ା, ଯଶୋଦା ପ୍ରିୟଦର୍ଶିନୀ, ମିଲୁ ମିଲୁ ରାଜ, ମୃତ୍ୟୁଜଂୟ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ଅନୁଷ୍ଠାନ ପକ୍ଷରୁ ମନ୍ମଥ ପଣ୍ଡା ଓ ଗୋଲକ ବିହାରୀ ପରିଡ଼ା ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande