ତିନି ଲକ୍ଷ ଟଙ୍କା ଲୁଟିନେଲେ ମୂଖା ପିନ୍ଧା ଦୁବୃର୍ତ
ଗଞାମ, ୨୪ ଜୁଲାଇ (ହି.ସ.) - ବ୍ୟାକଂରୁ ଗୃପ ଟଂକା ଉଠାଇ ଫେରୁଥିବା ବେଳେ ଆସିକା ନିକଟସ୍ଥ କେ ନୃଆପଲ୍ଲୀ ଛକ ନିକଟରେ ତିନି ଜଣ ମୁଖାପିନ୍ଧା ଦୁବୃର୍ତ ସେମାନଙ୍କ ଠାରୁ ଟକାଂ ଲୁଟ କରିନେଇଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣାର ତଦନ୍ତ କରୁଛି । ହିନ୍ଦୁସ୍ଥାନସମାଚାର/ହୃଷୀକେଶ/ଭାନୁ
ତିନି ଲକ୍ଷ ଟଙ୍କା ଲୁଟିନେଲେ ମୂଖା ପିନ୍ଧା ଦୁବୃର୍ତ


ଗଞାମ, ୨୪ ଜୁଲାଇ (ହି.ସ.) - ବ୍ୟାକଂରୁ ଗୃପ ଟଂକା ଉଠାଇ ଫେରୁଥିବା ବେଳେ ଆସିକା ନିକଟସ୍ଥ କେ ନୃଆପଲ୍ଲୀ ଛକ ନିକଟରେ ତିନି ଜଣ ମୁଖାପିନ୍ଧା ଦୁବୃର୍ତ ସେମାନଙ୍କ ଠାରୁ ଟକାଂ ଲୁଟ କରିନେଇଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣାର ତଦନ୍ତ କରୁଛି ।

ହିନ୍ଦୁସ୍ଥାନସମାଚାର/ହୃଷୀକେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande