ଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ ଆକ୍ୟୁପ୍ରେସର ଚିକିତ୍ସା ଶିବିର
Rotary club phulbani arrange acupressure camp
ଫୋଟ


କନ୍ଧମାଳ, ୨୪ ଜୁଲାଇ(ହି.ସ.) – ଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ ନାରାୟଣୀ ରୋଡ ସ୍ଥିତ କ୍ଳବ୍ ପରିସରରେ ଶୁକ୍ରବାର ୨୪ତାରିଖ ଠାରୁ ୨୯ତାରିଖ ଯାଏ ୬ଦିନ ବ୍ୟାପୀ ରାମ ମୋନୋହୋର୍ ଲୋହିଆ ଆରୋଗ୍ୟ ଜୀବନ ସଂସ୍ଥା ରାଜସ୍ଥାନ ଓ ରୋଟାରୀ କ୍ଲବ ଫୁଲବାଣୀ ମିଳିତ ସହଯୋଗ ରେ ଆକ୍ୟୁପ୍ରେଶର ଚିକିତ୍ସା ମାଧ୍ୟମ ରେ ବିଭିନ୍ନ ରୋଗର ଚିକିତ୍ସା କରାଯାଉଛି। ଏଥିରେ ବିଶେଷ କରି ପିଠି ଯନ୍ତ୍ରଣା, ରକ୍ତଚାପ, ହାତ ପାଦର ଶୂନ୍ୟତା, ପେଟ ସମସ୍ୟା, ସାଇଟିକା, ଅଜମା, ଗଣ୍ଠିରୋଗ ଆଦିର ସରଳ ଚିକିତ୍ସା କରାଯାଉଛି।

ପ୍ରତ୍ୟହ ସକାଳ ୯ଟା ରୁ ୧୨ଟା ଓ ଅପରାହ୍ନ ୪ଟା ରୁ ୮ଟା ଯାଏ ଖୋଲା ରହୁଛି କ୍ଷ ଆଜିର ଉଦଘାଟନୀ ଉତ୍ସବରେ ଡାକ୍ତର ଏମ ଏ ଛୟକ୍ଷ ନନ୍‌, ରାଜସ୍ଥାନ, ରୋଟାରୀ କ୍ଲବ ସଭାପତି ପ୍ରକାଶ ପଣ୍ଡା, ସମ୍ପକ୍ଷଦକ ବିରଜା ନାହାକ , ରୋଟା ରିଆନ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ, ପ୍ରସନ୍ନ ପଣ୍ଡକ୍ଷ ପଦ୍ମ ଚରଣ ମହାନ୍ତି, ପଦ୍ମଚରଣ ସ୍ୱାଇଁ, କେ, ଜ୍ଞାନ ଦୋରା ଉର୍ମିଳା ପଣ୍ଡା, ଗୀତାଞ୍ଜଳି ନାହାକ, ଦେବେନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande