ଭୁବନେଶ୍ୱର, 24 ଜୁଲାଇ (ହି.ସ.)- ଆରଏସଏସର ପୂର୍ବତନ ସହ ସରକାର୍ଯ୍ୟବାହ ମଦନ ଦାସ ଦେବୀଜୀଙ୍କ ସ୍ମୃତିଚାରଣ
କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ
କହିଛନ୍ତି ଯେ, ଚିର ସାଧକ, ମହାନ ତପସ୍ୱୀ, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପୂର୍ବତନ ସହ ସରକାର୍ଯ୍ୟବାହ ତଥା ଏବିଭିପିର ପୂର୍ବତନ
ରାଷ୍ଟ୍ରୀୟ ସଙ୍ଗଠନ ମନ୍ତ୍ରୀ ସ୍ୱର୍ଗତ ମଦନ ଦାସ ଦେବୀ ଜୀଙ୍କ ଶ୍ରାଦ୍ଧ ବାର୍ଷିକୀରେ ଭକ୍ତିପୂତ
ଶ୍ରଦ୍ଧାଞ୍ଜଳି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା