ଅନାସ୍ଥା ଆଣିବା ପାଇଁ ଆମ ପାଖରେ ନମ୍ବର ଅଛି - ତାରା
ଭୁବନେଶ୍ୱର, 24 ଜୁଲାଇ (ହି.ସ.)- ଅନାସ୍ଥା ଆଣିବା ପାଇଁ ଆମ ପାଖରେ ନମ୍ବର ଅଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସେ କହିଛନ୍ତି ଆମେ 14 ବିଧାୟକ ଓ ଆମ ସହ ଜଣେ ସିପିଆଇବିଧାୟକ ଅଛନ୍ତି । ବିଜେଡି ଜଦି ସମର୍ଥନ ନ କରେ ବିଜେପି ସହ ଅଛି ଜଣାପଡ଼ିଯିବ । ବ
ଅନାସ୍ଥା ଆଣିବା ପାଇଁ ଆମ ପାଖରେ ନମ୍ବର ଅଛି - ତାରା


ଭୁବନେଶ୍ୱର, 24 ଜୁଲାଇ (ହି.ସ.)- ଅନାସ୍ଥା ଆଣିବା ପାଇଁ ଆମ ପାଖରେ ନମ୍ବର ଅଛି ବୋଲି କହିଛନ୍ତି କଂଗ୍ରେସ

ବିଧାୟକ ତାରା ପ୍ରସାଦ ବାହିନୀପତି । ସେ କହିଛନ୍ତି ଆମେ 14 ବିଧାୟକ ଓ ଆମ ସହ ଜଣେ ସିପିଆଇବିଧାୟକ ଅଛନ୍ତି । ବିଜେଡି

ଜଦି ସମର୍ଥନ ନ କରେ ବିଜେପି ସହ ଅଛି ଜଣାପଡ଼ିଯିବ । ବିଧାନସଭାରେ ଆଲୋଚନା ହେଉ । ଅନାସ୍ଥା ପ୍ରସ୍ତାବ କାଟ ଖାଇବ ନା ନାହିଁ ଭୋଟିଂ ପରେ

ଜଣାପଡିବ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande