ଜୟପୁର କଲେଜ ଅଫ୍ ଫାର୍ମାସିରେ ଜେଣ୍ଡର ସେନସିଟାଇଜେସନ କର୍ମଶାଳା
ଜୟପୁର, ୨୫ ଜୁଲାଇ (ହି.ସ.)- ଜୟପୁର କଲେଜ ଅଫ୍ ଫାର୍ମାସିର ଅଡିଟୋରିୟମ ହଲ ଠାରେ ଜେଣ୍ଡର ସେନସିଟାଇଜେସନ କର୍ମଶାଳା ଉଦଘାଟିତ ହୋଇଛି । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ପୋକ୍ସୋ କୋର୍ଟର ସ୍ୱତନ୍ତ୍ର ସରକାରୀ ଓକିଲ ଗାୟତ୍ରୀ ଦେସି ଯୋଗ ଦେଇଥିବା ବେଳେ କଲେଜର ଆଇନ ପରାମର୍ଶଦାତା ଲାଲ ମୋହନ ମି
ଜୟପୁର କଲେଜ ଅଫ୍ ଫାର୍ମାସି ରେ ଜେଣ୍ଡର ସେନସିଟାଇଜେସନ ଜାଗରଣା କରମଶାଳା ଅନୁଷ୍ଟିତ


ଜୟପୁର, ୨୫ ଜୁଲାଇ (ହି.ସ.)- ଜୟପୁର କଲେଜ ଅଫ୍ ଫାର୍ମାସିର ଅଡିଟୋରିୟମ ହଲ ଠାରେ ଜେଣ୍ଡର ସେନସିଟାଇଜେସନ କର୍ମଶାଳା ଉଦଘାଟିତ ହୋଇଛି । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ପୋକ୍ସୋ କୋର୍ଟର ସ୍ୱତନ୍ତ୍ର ସରକାରୀ ଓକିଲ ଗାୟତ୍ରୀ ଦେସି ଯୋଗ ଦେଇଥିବା ବେଳେ କଲେଜର ଆଇନ ପରାମର୍ଶଦାତା ଲାଲ ମୋହନ ମିଶ୍ର, କଲେଜର ନିଦ୍ଦେଶିଖା ପ୍ରୟମ୍ବଦା ଷଡଙ୍ଗୀ ସହ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଣ୍ଡା, କଲେଜର ମାନଷି ଖାଡଙ୍ଗା ସହ କଲେଜର ଅଧ୍ୟାପକ, ଅଧ୍ୟାପିକା ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । କର୍ମଶାଳାକୁ ମାଜ୍ମା ବେଗମ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଗାୟତ୍ରୀ ଦେବା ଜେଣ୍ଡର ସେନିସିଟାଇଜେସନର ବିଭିନ୍ନ ଆଇନ ଉପରେ ଆଲୋତପାତ କରିଥିଲେ । ହେଲପ ଲାଇନ ନମ୍ବର ଗୁଡିକ ପ୍ରଦାନ କରଥିଲେ । ଉପସ୍ଥିତ ଅତିଥି ମାନେ ନିୟମ ଆଇନ ଉପରେ ସଚେତନ କରିଥିଲେ । କଲେଜର ନିର୍ଦ୍ଦେଶିକା ସାମାଜ୍‌କ ଗଣ ମାଧ୍ୟମରେ ପ୍ରଚାର ଓ ପ୍ରସାର ହେଉଥିବା ବିଭିନ୍ନ ଭ୍ରାନ୍ତ ସନ୍ଦେଶକୁ ସତ୍ୟତା ନଜାଣି ଗ୍ରହଣ କରନ୍ତୁ ନାହିଁ ବୋଲି ସତେତନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande