ପୌରପାଳିକା ପୋତିଲା ଜଳାଶୟ
କେନ୍ଦୁଝର, ୨୫ ଜୁଲାଇ(ହି.ସ.) – ପୂର୍ବରୁ ଲୋକଙ୍କ ସୁବିଧା ଦେବା ପାଇଁ ଜଳାଶୟ ସୃଷ୍ଟି କରାଯାଉଥିଲା। କିନ୍ତୁ ଏବେ ସରକାର ଏହି ଜଳାଶୟ ଗୁଡିକ ପୁନରୁଦ୍ଧାର କରିବା ପରିବର୍ତେ ଏହାକୁ ବନ୍ଦ କରିବାରେ ଲାଗିପଡିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ସହରର କୃଷକ ବଜାର ପରିସରରେ ଥିବା ଜଳାଶୟ। ଦୀର୍ଘ
ପୌରପାଳିକା ପୋତିଲା ଜଳାଶୟ


କେନ୍ଦୁଝର, ୨୫ ଜୁଲାଇ(ହି.ସ.) – ପୂର୍ବରୁ ଲୋକଙ୍କ ସୁବିଧା ଦେବା ପାଇଁ ଜଳାଶୟ ସୃଷ୍ଟି କରାଯାଉଥିଲା। କିନ୍ତୁ ଏବେ ସରକାର ଏହି ଜଳାଶୟ ଗୁଡିକ ପୁନରୁଦ୍ଧାର କରିବା ପରିବର୍ତେ ଏହାକୁ ବନ୍ଦ କରିବାରେ ଲାଗିପଡିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ସହରର କୃଷକ ବଜାର ପରିସରରେ ଥିବା ଜଳାଶୟ। ଦୀର୍ଘଦିନ ଧରି ଥିବା ଏହି ଜଳାଶୟକୁ କେନ୍ଦୁଝରଗଡ ପୌରପାଳିକା ପକ୍ଷରୁ ଧୀରେ ଧୀରେ ସହରର ବର୍ଜ୍ୟବସ୍ତୁ ଢାଳି ବନ୍ଦ କରାଯାଉଛି। ଏଠାରେ କୃଷକ ବଜାର ଚାଷୀଙ୍କ ପାଇଁ ପିଣ୍ଡି ବନାଯିବ ବୋଲି ପୌରପାଳିକା ଅଧିକାରୀ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande