ରୋଟାରୀ କ୍ଲବ ଦ୍ୱାରା ଅନୁଷ୍ଠିତ ହେବ ଛଅ ଦିନିଆ ଆକ୍ୟୁପ୍ରେସର ଚିକିତ୍ସା ଶିବିର
କେନ୍ଦୁଝର, ୨୫ ଜୁଲାଇ(ହି.ସ.) – ଆସନ୍ତା ୩୧ ଜୁଲାଇରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଛଅ ଦିନିଆ ଆକ୍ୟୁପ୍ରେସର ଚିକିତ୍ସା ଶିବିର ଅନୁଷ୍ଠିତ ହେବ। ରାମ ମନୋହର ଲୋହିଆ ଆରୋଗ୍ୟ ଜିବନ ସଂସ୍ଥାନ ଦ୍ୱାରା ହେବାକୁ ଥିବା ଏହି ଶିବିର ବଡ଼ବିଲ ରୋଟାରୀ କ୍ଲବ ପରିସରରେ ଅନୁଷ୍ଠିତ ହେବ। ବିଭିନ୍ନ ରୋଗ ପାଇଁ ଏହି ଶିବି
ରୋଟାରୀ କ୍ଲବ ଦ୍ୱାରା ଅନୁଷ୍ଠିତ ହେବ ଛଅ ଦିନିଆ ଆକ୍ୟୁପ୍ରେସର ଚିକିତ୍ସା ଶିବିର


କେନ୍ଦୁଝର, ୨୫ ଜୁଲାଇ(ହି.ସ.) – ଆସନ୍ତା ୩୧ ଜୁଲାଇରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଛଅ ଦିନିଆ ଆକ୍ୟୁପ୍ରେସର ଚିକିତ୍ସା ଶିବିର ଅନୁଷ୍ଠିତ ହେବ। ରାମ ମନୋହର ଲୋହିଆ ଆରୋଗ୍ୟ ଜିବନ ସଂସ୍ଥାନ ଦ୍ୱାରା ହେବାକୁ ଥିବା ଏହି ଶିବିର ବଡ଼ବିଲ ରୋଟାରୀ କ୍ଲବ ପରିସରରେ ଅନୁଷ୍ଠିତ ହେବ। ବିଭିନ୍ନ ରୋଗ ପାଇଁ ଏହି ଶିବିରରେ ଚିକିତ୍ସା ପ୍ରଦାନ କରାଯିବ ବୋଲି ରୋଟାରୀ କ୍ଲବ ପକ୍ଷରୁ କୁହାଯାଇଛି।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande