କେନ୍ଦୁଝର, 25 ଜୁଲାଇ (ହି.ସ.)
ବଡ଼ବିଲ ଥାନା ଅନ୍ତର୍ଗତ କୋରାକୋଲା ଚତାମ୍ୱସାହି ରୁ ଏକ ଅଜଣା ବ୍ୟକ୍ତିର ମୃତ ଦେହ ଉଭୟ ହୋଇଛି । ଉକ୍ତ ବ୍ୟକ୍ତିଙ୍କ ବୟସ ୫୦ ରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି। ଖବର ପାଇ ବଡ଼ବିଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA