କେନ୍ଦୁଝର, ୨୫ ଜୁଲାଇ (ହି.ସ.)- ପତ୍ନିହନ୍ତାକୁ ମିଳିଲା ଆଜୀବନ କାରାଦଣ୍ଡ ସଜା। ଏହି ସଜା ଶୁଣାଇ ଛନ୍ତି କେନ୍ଦୁଝର ଜିଲ୍ଲା ସେସନ୍ ଜଜ୍।
୨୦୧୧ ମସିହା ସଦର ଥାନା ଅନ୍ତର୍ଗତ ପରଜନପୁର ଗ୍ରାମର ଶୁକୁରା ମୁଣ୍ଡା ନିଜ ସ୍ତ୍ରୀକୁ ସନ୍ଦେହ କରି ଏକ ବେଲଚାରେ ପିଟି ହତ୍ୟା କରିଥିଲା। ଆଜି ଏହାର ଶୁଣାଣୀ କରି ଜିଲ୍ଲା ସେସନ ଜଜ ସୁକୁରାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA