ଅମରେଶ ଜେନାଙ୍କ ବିରୋଧରେ ଅଭିଯୋଗ ଉପରେ ଅଶୋକ ପଣ୍ଡାଙ୍କ ପ୍ରତିକ୍ରିୟା, କହିଲେ ମାମଲା ନେଇ ମୁଁ ଦଳର ଶୃଙ୍ଖଳା କମିଟିକୁ ଜଣାଇବି
ଭୁବନେଶ୍ୱର, 25 ଜୁଲାଇ (ହି.ସ.)- ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ବିରୋଧରେ ଆସିଥବା ଅଭିଯୋଗ ନେଇ ଭୁବନେଶ୍ୱର ବିଜେଡି ଜିଲ୍ଲା ସଭାପତି ଅଶୋକ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଏହା ଏକ ସ୍ପର୍ଶକାତର ମାମଲା । ଦଳର ସଭାପତି ଆଗରୁ ସ୍ପଷ୍ଟ କରିଛନ୍ତି ଆଇନ ତା
ଅମରେଶ ଜେନାଙ୍କ ବିରୋଧରେ ଅଭିଯୋଗ ଉପରେ ଅଶୋକ ପଣ୍ଡାଙ୍କ ପ୍ରତିକ୍ରିୟା, କହିଲେ ମାମଲା     ନେଇ ମୁଁ ଦଳର ଶୃଙ୍ଖଳା କମିଟିକୁ ଜଣାଇବି


ଭୁବନେଶ୍ୱର, 25 ଜୁଲାଇ (ହି.ସ.)- ବିଜେଡି କର୍ପୋରେଟର ଅମରେଶ ଜେନାଙ୍କ ବିରୋଧରେ ଆସିଥବା ଅଭିଯୋଗ ନେଇ

ଭୁବନେଶ୍ୱର ବିଜେଡି ଜିଲ୍ଲା ସଭାପତି ଅଶୋକ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି

ଯେ, ଏହା ଏକ ସ୍ପର୍ଶକାତର ମାମଲା । ଦଳର ସଭାପତି ଆଗରୁ ସ୍ପଷ୍ଟ କରିଛନ୍ତି ଆଇନ ତା ବାଟରେ ଯିବ

। ମାମଲା ନେଇ ମୁଁ ଦଳର ଶୃଙ୍ଖଳା କମିଟିକୁ ଜଣାଇବି । ନାରୀ ସୁରକ୍ଷା ଓ ନାରୀ ସମ୍ମାନ ପାଇଁ ଦଳ

ସର୍ବୋଚ୍ଚ ପ୍ରାଥମିକତା ଦେଇଛି । ସୌମ୍ୟଶ୍ରୀ ହେଉ ବଳଙ୍ଗା ପୀଡିତା ଆମ ଷ୍ଟାଣ୍ଡ କ୍ଳିଅର ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande