ଫେକ୍‌ ଜବ୍‌ କାର୍ଡ ଧରିବାକୁ ଆରମ୍ଭ ହେବ ଇ-କେୱାଇସି
ଭୁବନେଶ୍ୱର, 25 ଜୁଲାଇ (ହି.ସ.) - ଫେକ୍‌ ଜବ୍‌ କାର୍ଡ ଧରିବାକୁ ଆରମ୍ଭ ହେବ ଇ-କେୱାଇସି । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ୩ ମାସ ଭିତରେ ଜବ୍‌ କାର୍ଡ ଇ-କେୱାଇସି ନକଲେ କଟିବ ଜବ୍‌ କାର୍ଡ । ସରକାର ବାହାର କରିଛନ୍ତି ଫେକ୍‌ ଜବ୍‌ କାର୍ଡ । ଏହାର ଅଧ
ଫେକ୍‌ ଜବ୍‌ କାର୍ଡ ଧରିବାକୁ ଆରମ୍ଭ ହେବ ଇ-କେୱାଇସି


ଭୁବନେଶ୍ୱର, 25 ଜୁଲାଇ (ହି.ସ.)

- ଫେକ୍‌ ଜବ୍‌ କାର୍ଡ ଧରିବାକୁ ଆରମ୍ଭ ହେବ ଇ-କେୱାଇସି । ଏନେଇ ସୂଚନା ଦେଇଛନ୍ତି

ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ୩ ମାସ ଭିତରେ ଜବ୍‌ କାର୍ଡ ଇ-କେୱାଇସି ନକଲେ କଟିବ ଜବ୍‌

କାର୍ଡ । ସରକାର ବାହାର କରିଛନ୍ତି ଫେକ୍‌ ଜବ୍‌ କାର୍ଡ । ଏହାର ଅଧିକାରୀ କିଏ ଥିଲେ, ଯିଏ ଶାସନ କରୁଥିଲେ

ଉତ୍ତର ଦେବେ । ସରକାର ବର୍ଷେ ଭିତରେ ୨ ଲକ୍ଷ ଜବ୍‌ କାର୍ଡ ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande