ଭୁବନେଶ୍ୱର, 25 ଜୁଲାଇ (ହି.ସ.)
- ବିନା ଅନୁମତିରେ ଆଉଟସୋର୍ସିଂ ମନା । ସମସ୍ତ ବିଭାଗକୁ ଅର୍ଥ ସଚିବ ପକ୍ଷରୁ
ଚିଠି ଦିଆଯାଇଛି । ଆଉଟସୋର୍ସିଂ ନିଯୁକ୍ତି ନେଇ ଚିଠି ଲେଖିଲେ ଅର୍ଥ ସଚିବ । ଅର୍ଥ ବିଭାଗର
ବିନା ଅନୁମତିରେ ଆଉଟସୋର୍ସିଂ ନିଯୁକ୍ତି ଦିଆଯାଇପାରିବନି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା