ଓଲଟିଲା ବସ୍‌, ୩ ଗୁରୁତର
ବଲାଙ୍ଗିରି, ୨୬ ଜୁଲାଇ (ହି.ସ.)- ଭାରସାମ୍ୟ ହରାଇ ଓଲଟିଲା ବସ୍ । ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଚାନ୍ଦିଲିପାହାଡ଼ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି । ଗୁରୁତର ମାନଙ୍କୁ ଉଦ୍ଧାର ପରେ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତି କରା
ଓଲଟିଲା ବସ୍‌, ୩ ଗୁରୁତର


ବଲାଙ୍ଗିରି, ୨୬ ଜୁଲାଇ (ହି.ସ.)- ଭାରସାମ୍ୟ ହରାଇ ଓଲଟିଲା ବସ୍ । ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଚାନ୍ଦିଲିପାହାଡ଼ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି । ଗୁରୁତର ମାନଙ୍କୁ ଉଦ୍ଧାର ପରେ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande