କାନ୍ଥ ପଡ଼ି ଦମ୍ପତି ଗୁରୁତର
କେନ୍ଦୁଝର, ୨୬ ଜୁଲାଇ (ହି.ସ.)- ଲଘୁଚାପ ପ୍ରଭାବରେ ସବୁଠି ପ୍ରବଳ ବର୍ଷା ଲାଗିରହିଛି। ଏହି ବର୍ଷା ଯୋଗୁଁ ସବୁଠି ପାଣି ଭର୍ତ୍ତି ହୋଇଛି। ପାଣି ଭର୍ତ୍ତି ଯୋଗୁଁ କଚ୍ଚା ଘର ସବୁ ଭିଜି କାନ୍ଥ ଭୁଷୁଡି ଧନ ଜିବନ ହାନି ହେଉଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଚମ୍ପୁଆ ବ୍ଲକ କାଞ୍ଜିଆସୂଳା ଗ୍ରାମରେ। ଉକ୍ତ
କାନ୍ଥ ପଡ଼ି ଦମ୍ପତି ଗୁରୁତର


କେନ୍ଦୁଝର, ୨୬ ଜୁଲାଇ (ହି.ସ.)- ଲଘୁଚାପ ପ୍ରଭାବରେ ସବୁଠି ପ୍ରବଳ ବର୍ଷା ଲାଗିରହିଛି। ଏହି ବର୍ଷା ଯୋଗୁଁ ସବୁଠି ପାଣି ଭର୍ତ୍ତି ହୋଇଛି। ପାଣି ଭର୍ତ୍ତି ଯୋଗୁଁ କଚ୍ଚା ଘର ସବୁ ଭିଜି କାନ୍ଥ ଭୁଷୁଡି ଧନ ଜିବନ ହାନି ହେଉଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଚମ୍ପୁଆ ବ୍ଲକ କାଞ୍ଜିଆସୂଳା ଗ୍ରାମରେ। ଉକ୍ତ ଗ୍ରାମର ବେଣୁଧର ଦାସଙ୍କ ଘର କାନ୍ଥ ପଡି ବେଣୁଧର ଓ ତାଙ୍କ ସ୍ତ୍ରୀ ଧିବୁଲି ଦାସ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande