ଭୁବନେଶ୍ୱର, ୨୬ ଜୁଲାଇ (ହି.ସ.) - ବାଲେଶ୍ୱର ଜିଲ୍ଲାର ସୋର ଅନନ୍ତପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟର୍ଚ୍ଚ ଲାଇଟରେ ରୋଗୀ ଦେଖା ଯିବା ଘଟଣାରେ ପ୍ରତିକ୍ରିୟା ରଖି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ ଏ ଘଟଣା ଉପରେ ରିପୋର୍ଟ ମଗାଯାଇଛି। ଏଭଳି ପରିସ୍ଥିତିକୁ କିଭଳି ପ୍ରତିହିତ କରାହେବ, ସେନେଇ ସବୁ ବ୍ୟବସ୍ଥା କରାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା