ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ କଳା ଧନ ଖୋଜିବ ପ୍ରବର୍ତନ ନିର୍ଦେଶାଳୟ
ଭୁବନେଶ୍ୱର, 26 ଜୁଲାଇ (ହି.ସ.)- ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ପାଇଁ ବଢିଲା ଅଡୁଆ । ବୈକୁଣ୍ଠଙ୍କ କଳା ଧନ ଖୋଜିବ ପ୍ରବର୍ତନ ନିର୍ଦେଶାଳୟ । କେମିତି କୋଟି କୋଟି ଟଙ୍କାର ସମ୍ପତି ରୋଜଗାର କଲେ ସେନେଇ ଖୋଳତାଡ଼
ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ କଳା ଧନ ଖୋଜିବ ପ୍ରବର୍ତନ     ନିର୍ଦେଶାଳୟ


ଭୁବନେଶ୍ୱର, 26 ଜୁଲାଇ (ହି.ସ.)- ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା

ମୁଖ୍ୟଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀଙ୍କ ପାଇଁ ବଢିଲା ଅଡୁଆ । ବୈକୁଣ୍ଠଙ୍କ କଳା ଧନ ଖୋଜିବ

ପ୍ରବର୍ତନ ନିର୍ଦେଶାଳୟ । କେମିତି କୋଟି କୋଟି ଟଙ୍କାର ସମ୍ପତି ରୋଜଗାର କଲେ ସେନେଇ ଖୋଳତାଡ଼

କରାଯିବ ଇଡି । ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବ ପ୍ରବର୍ତନ ନିର୍ଦେଶାଳୟ । ଖାଲି

ବୈକୁଣ୍ଠ ନୁହଁନ୍ତି କେଉଁଝର ଡିଏଫଓନିତ୍ୟାନନ୍ଦ ନାୟକଙ୍କ

ମଧ୍ୟ କଳା ଧନ ନେଇ ଖୋଳତାଡ଼ କରିବ ପ୍ରବର୍ତନ ନିର୍ଦେଶାଳୟ । ସେଥିପାଇଁ ଭିଜିଲାନ୍ସ ପାଖରୁ

ସମସ୍ତ ତଥ୍ୟ ଆଣିଛି ଭିଜିଲାନ୍ସ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande