ଶୀଘ୍ର ପୂରଣ ହେବ ମନ୍ତ୍ରୀମଣ୍ଡଳ 6 ପଦବୀ, ବୋର୍ଡ ଓ ନିଗମ
ଭୁବନେଶ୍ୱର, 26 ଜୁଲାଇ (ହି.ସ.) - ରାଜ୍ୟ କମିଟି, ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ଗଠନ କାମ ସାରିବା ନେଇ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଚର୍ଚ୍ଚା ହେଇଛି। ଯେତେବେଳେ କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା ହୁଏ ସବୁ ବିଷୟ ସବୁ ଦିଗ ନେଇ ଆଲୋଚନା ହୁଏ। ଠିକ୍ ସମୟରେ ସବୁ ନ
ଶୀଘ୍ର ପୂରଣ ହେବ ମନ୍ତ୍ରୀମଣ୍ଡଳ 6 ପଦବୀ, ବୋର୍ଡ ଓ ନିଗମ


ଭୁବନେଶ୍ୱର, 26 ଜୁଲାଇ (ହି.ସ.) - ରାଜ୍ୟ କମିଟି, ପଦାଧିକାରୀ ଏବଂ

କାର୍ଯ୍ୟକାରିଣୀ ଗଠନ କାମ ସାରିବା ନେଇ

କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଚର୍ଚ୍ଚା ହେଇଛି। ଯେତେବେଳେ କେନ୍ଦ୍ରୀୟ ନେତୃତ୍ବଙ୍କ ସହ ଆଲୋଚନା

ହୁଏ ସବୁ ବିଷୟ ସବୁ ଦିଗ ନେଇ ଆଲୋଚନା ହୁଏ। ଠିକ୍ ସମୟରେ ସବୁ ନିଷ୍ପତ୍ତି ନିଆଯିବ। ମନ୍ତ୍ରୀ

ମଣ୍ଡଳ 6 ପଦବୀ ପୂରଣ, ବୋର୍ଡ ଓ ନିଗମ ଠିକ

ସମୟରେ ଖୁବ୍ ଶୀଘ୍ର ହେବ ବୋଲି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande