ଆଜି ସନ୍ଧ୍ୟା 5.40ରେ ନାସା-ଇସ୍ରୋର ମିଶନ ନିସାରର ଲଞ୍ଚିଂ
ନୂଆଦିଲ୍ଲୀ, 30 ଜୁଲାଇ (ହି.ସ.)- ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା (ଇସ୍ରୋ) ଓ ଆମେରିକୀୟ ଅନ୍ତରିକ୍ଷ ଗବେଷଣା ଏଜେନ୍ସି ନାସାର ସଂଯୁକ୍ତ ଉପଗ୍ରହ ‘ନିସାର’କୁ ଆଜି ସନ୍ଧ୍ୟାରେ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ। ଇସ୍ରୋର ‘ଜିଓସିନ୍‌କ୍ରୋନସ୍ ସାଟେଲାଇଟ୍ ଲଞ୍ଚ ଭେହିକଲ୍’
ଆଜି ସନ୍ଧ୍ୟା 5.40ରେ ନାସା-ଇସ୍ରୋର     ମିଶନ ନିସାରର ଲଞ୍ଚିଂ


ନୂଆଦିଲ୍ଲୀ, 30 ଜୁଲାଇ (ହି.ସ.)- ଭାରତୀୟ ମହାକାଶ

ଅନୁସନ୍ଧାନ ସଂସ୍ଥା (ଇସ୍ରୋ) ଓ ଆମେରିକୀୟ ଅନ୍ତରିକ୍ଷ ଗବେଷଣା ଏଜେନ୍ସି ନାସାର ସଂଯୁକ୍ତ

ଉପଗ୍ରହ ‘ନିସାର’କୁ ଆଜି ସନ୍ଧ୍ୟାରେ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ।

ଇସ୍ରୋର ‘ଜିଓସିନ୍‌କ୍ରୋନସ୍ ସାଟେଲାଇଟ୍ ଲଞ୍ଚ ଭେହିକଲ୍’

ଆଜି ସନ୍ଧ୍ୟା ୫:୪୦ରେ ନାସା-ଇସ୍ରୋ ‘ସିନ୍ଥେଟିକ ଏପରଚର ରାଡାର୍’ (ନିସାର) ଉପଗ୍ରହକୁ ସୂର୍ଯ୍ୟ-ସମକାଳୀନ ଧ୍ରୁବୀୟ କକ୍ଷକୁ ପଠାଇବ।

ଏହି ଉପଗ୍ରହ ୭୪୦ କି.ମି.

ଉଞ୍ଚତାରେ ସ୍ଥାପିତ ହେବ। ଏହା ଏକ ଅତ୍ୟାଧୁନିକ ରାଡାର୍ ଉପଗ୍ରହ ଅଟେ,

ଯାହା ବାଦଲ ଓ ବର୍ଷା ସତ୍ତ୍ୱେ ମଧ୍ୟ ୨୪ ଘଣ୍ଟା ପୃଥିବୀର ଫଟୋ ନେଇପାରିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande