ସାରା ରାତି ହିମାଚଳ ପ୍ରଦେଶରେ ମୂଷଳଧାରରେ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ, 343 ରାସ୍ତା ବନ୍ଦ
ଶିମଲା, 30 ଜୁଲାଇ (ହି.ସ.) - ହିମାଚଳ ପ୍ରଦେଶରେ ମଙ୍ଗଳବାର ରାତିଠାରୁ ହେଉଥିବା ମୁଷଳଧାର ବର୍ଷା ଯୋଗୁ ଜନଜୀବନ ଗଭୀର ଭାବେ ପ୍ରଭାବିତ ହୋଇ। ଚମ୍ବା, କାଙ୍ଗଡ଼ା ଓ ମଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଏହାର ପ୍ରଭାବରେ ସବୁଠାରୁ ବେଶି କ୍ଷତି ସଡ଼କ, ବିଦ୍ୟୁତ୍ ଓ
ସାରା ରାତି ହିମାଚଳ ପ୍ରଦେଶରେ ମୂଷଳଧାରରେ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ, 343 ରାସ୍ତା     ବନ୍ଦ


ଶିମଲା, 30 ଜୁଲାଇ (ହି.ସ.)

- ହିମାଚଳ ପ୍ରଦେଶରେ ମଙ୍ଗଳବାର ରାତିଠାରୁ ହେଉଥିବା ମୁଷଳଧାର ବର୍ଷା ଯୋଗୁ ଜନଜୀବନ

ଗଭୀର ଭାବେ ପ୍ରଭାବିତ ହୋଇ। ଚମ୍ବା, କାଙ୍ଗଡ଼ା ଓ ମଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଏହାର ପ୍ରଭାବରେ

ସବୁଠାରୁ ବେଶି କ୍ଷତି ସଡ଼କ, ବିଦ୍ୟୁତ୍ ଓ ପାଣି ଯୋଗାଣ ବ୍ୟବସ୍ଥା ଉପରେ ପଡ଼ିଛି।

ରାଜ୍ୟ ସାରା ୩୪୩ଟି ସଡ଼କ, ୫୫୧ଟି ବିଦ୍ୟୁତ୍ ଟ୍ରାନ୍ସଫର୍ମର୍ ଓ ୧୮୬ଟି ପାଣି ଯୋଗାଣ ଯୋଜନା ବନ୍ଦ ହୋଇଯାଇଛି।

ପାଣିପାଗ ବିଭାଗ ଆଜି ମଧ୍ୟ ରାଜ୍ୟର ଅନେକ ଅଞ୍ଚଳ ପାଇଁ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ

ଅରେଞ୍ଜ୍ ଅଲର୍ଟ ଜାରି କରିଛି। ଏହା ସହିତ ୩୧ ଜୁଲାଇରୁ ୫ ଅଗଷ୍ଟ ପର୍ଯ୍ୟନ୍ତ

କିଛି ଅଞ୍ଚଳ ପାଇଁ ୟେଲୋ ଆଲର୍ଟ ମଧ୍ୟ ଜାରି କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande