ମନମୋହନ ସାମଲଙ୍କୁ ସମ୍ବର୍ଦ୍ଧିତ କଲେ ବିଜୟ ପାଲ ସିଂ ତୋମାର
ଭୁବନେଶ୍ୱର, 8 ଜୁଲାଇ (ହି.ସ.) - ମନମୋହନ ସାମଲ ବିଜେପି ରାଜ୍ୟ ସଭାପତି ହେବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହି ଅବସରରେ ମନମୋହନ ସାମଲଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧିତ କରିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର । ପୂର୍ବତନ ସଭାପତି
ମନମୋହନ ସାମଲଙ୍କୁ ସମ୍ବର୍ଦ୍ଧିତ କଲେ ବିଜୟ ପାଲ ସିଂ ତୋମାର


ଭୁବନେଶ୍ୱର, 8 ଜୁଲାଇ (ହି.ସ.)

- ମନମୋହନ ସାମଲ ବିଜେପି ରାଜ୍ୟ ସଭାପତି ହେବା ପରେ ବିଭିନ୍ନ ମହଲରୁ

ଶୁଭେଚ୍ଛାର ସୁଅ ଛୁଟିଛି । ଏହି ଅବସରରେ ମନମୋହନ ସାମଲଙ୍କୁ ଶୁଭେଚ୍ଛା ଜଣାଇବା ସହ

ସମ୍ବର୍ଦ୍ଧିତ କରିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର । ପୂର୍ବତନ ସଭାପତି

ସମୀର ମହାନ୍ତି ସଂଗଠନକୁ ଗତି ଦେଇଥିଲେ, ଚୂଡ଼ାନ୍ତ ସ୍ଥିତିରେ

ପହଞ୍ଚାଇଲେ ମନମୋହନ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande