ଗ୍ରୀଡ୍‌କୋ ଏମ୍‌ଡି ହେଲେ ସତ୍ୟପ୍ରିୟ ରଥ
ଭୁବନେଶ୍ୱର, ୦୮ ଜୁଲାଇ (ହି.ସ.)- ଆଇଏଏସ୍ ଅଧିକାରୀ ସତ୍ୟପ୍ରିୟ ରଥ ଗ୍ରୀଡ୍‌କୋ ଏମ୍‌ଡି ଭାବେ ନିଯୁକ୍ତି ପାଇଛନ୍ତି। ଏହାସହ ସତ୍ୟପ୍ରିୟ ଅର୍ଥ ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ରାଜ୍ୟ ଅର୍ଥ କମିଶନ ମେମ୍ବର ସେକ୍ରେଟାରୀ ଅତିରିକ୍ତ ଦାୟିତ୍ୱ ବି ତୁଲାଇବେ ସତ୍ୟପ୍ରିୟ। --
ଗ୍ରୀଡ୍‌କୋ ଏମ୍‌ଡି ହେଲେ ସତ୍ୟପ୍ରିୟ ରଥ


ଭୁବନେଶ୍ୱର, ୦୮ ଜୁଲାଇ (ହି.ସ.)- ଆଇଏଏସ୍ ଅଧିକାରୀ ସତ୍ୟପ୍ରିୟ ରଥ ଗ୍ରୀଡ୍‌କୋ ଏମ୍‌ଡି ଭାବେ ନିଯୁକ୍ତି ପାଇଛନ୍ତି। ଏହାସହ ସତ୍ୟପ୍ରିୟ ଅର୍ଥ ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

ରାଜ୍ୟ ଅର୍ଥ କମିଶନ ମେମ୍ବର ସେକ୍ରେଟାରୀ ଅତିରିକ୍ତ ଦାୟିତ୍ୱ ବି ତୁଲାଇବେ ସତ୍ୟପ୍ରିୟ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande