ଜାତୀୟ ଜୁନିଅର ଉଷୁ ପ୍ରତିଯୋଗିତା ବଲାଙ୍ଗୀରର ଅଂଶୁମାନଙ୍କୁ ମିଳିଲା କାଂସ୍ୟପଦକ
ବଲାଙ୍ଗୀର, ୦୯ ଜୁଲାଇ(ହି.ସ.) –୨୪ତମ ଜାତୀୟ ଉଷୁ ପ୍ରତିଯୋଗିତା(ଜୁନିଅର) ୦୧ ଜୁଲାଇ ୬ ଜୁଲାଇ ୨୦୨୫ ହାଇଦ୍ରାବାଦ ର ଗୋଚିବାଓଲି ଇଣ୍ଡୋର ଷ୍ଟାଡିୟମ ଠାରେ ଇତି ମଧ୍ୟରେ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଓଡିଶା ଦଳ ମୋଟ ୭ଟି ମେଡାଲ ପାଇଥିଲେ। ଏଥିରେ ବଲାଙ୍ଗୀର ଉଷୁ ସଂଘର ଅଂଶୁମାନ ସାହୁ ଏକ କାଂସ୍ୟ ପଦକ
ଜାତୀୟ ଜୁନିଅର ଉଷୁ ପ୍ରତିଯୋଗିତା  ବଲାଙ୍ଗିରର ଅଂଶୁମାନଙ୍କୁ ମିଳିଲା କାଂସ୍ୟପଦକ


ଜାତୀୟ ଜୁନିଅର ଉଷୁ ପ୍ରତିଯୋଗିତା  ବଲାଙ୍ଗିରର ଅଂଶୁମାନଙ୍କୁ ମିଳିଲା କାଂସ୍ୟପଦକ


ବଲାଙ୍ଗୀର, ୦୯ ଜୁଲାଇ(ହି.ସ.) –୨୪ତମ ଜାତୀୟ ଉଷୁ ପ୍ରତିଯୋଗିତା(ଜୁନିଅର) ୦୧ ଜୁଲାଇ ୬ ଜୁଲାଇ ୨୦୨୫ ହାଇଦ୍ରାବାଦ ର ଗୋଚିବାଓଲି ଇଣ୍ଡୋର ଷ୍ଟାଡିୟମ ଠାରେ ଇତି ମଧ୍ୟରେ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଓଡିଶା ଦଳ ମୋଟ ୭ଟି ମେଡାଲ ପାଇଥିଲେ। ଏଥିରେ ବଲାଙ୍ଗୀର ଉଷୁ ସଂଘର ଅଂଶୁମାନ ସାହୁ ଏକ କାଂସ୍ୟ ପଦକ ଆଣିି ଓଡିଶା ତଥା ବଲାଙ୍ଗୀରର ନାମକୁ ଗର୍ବିତ କରିଛନ୍ତି ବୋଲି ଉଷୁ କୋଚ ଯୁଧିଷ୍ଠିର ଗୁରହାଣ୍ଡି ସୂଚନା ଦେଇଛନ୍ତି । ଜିଲ୍ଲା ଉଷୁ ସଂଘର ସଭାପତି ତପନ ପାଣିଗ୍ରାହୀ ଶୁଭେଚ୍ଛା ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande