କେନ୍ଦୁଝର, ୯ ଜୁଲାଇ (ହି.ସ.) - ଆଜି ଧରଣୀଧର ବିଶ୍ୱବିଦ୍ୟାଳୟ ସଭାଗୃହ ଠାରେ ଏନସିସି କ୍ୟାଡେଟ ଙ୍କୁ ନେଇ ଏକ ସଭା ଆୟୋଜନ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ବନଖଣ୍ଡ ଅଧିକାରୀ ଏଚ୍ ଡି ଧନରାଜ ଏକ ପେଡ ମା କେ ନାମ କ୍ୟମ୍ପେନ୍ ନେଇ ସଚେତନ କରିଥଲେ। ଏହାସହ ଏନସିସି କ୍ୟାଡେଟ ଙ୍କ ସହ ବିଶ୍ୱବିଦ୍ୟାଳୟ ପରିସରରେ ଚାରା ରୋପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ଭାନୁ
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA