ଘଟଗାଁ ବଜାର ସ୍ଥିତ ଡ୍ରେନ ମରାମତି ଓ ଅଳିଆ ଆବର୍ଜନା ସଫେଇ ପାଇଁ ଦାବୀ
ଘଟଗାଁ-୯ଜୁଲାଇ(ହି.ସ)କେନ୍ଦୁଝରଜିଲ୍ଲାଘଟଗାଁ ବ୍ଲକରମୁକୁନ୍ଦପୁରପାଟଣାଗ୍ରାମପଞ୍ଚାୟତ ଅଧୀନସ୍ଥ ବଜାରସମେତଆଖପାଖ ଅଞ୍ଚଳ ଏବଂ୨୦ନମ୍ବର ଜତୀୟରାଜପଥର ଉଭୟପାର୍ଶରେଥିବାଡ୍ରେନ ଗୁଡିକମରାମତିଅଭାବରୁଡ୍ରେନଗୁଡିକଭାଙ୍ଗିରୁଜି ଯିବା ଯୋଗୁଁପାଣିନିଷ୍କାସନରେବାଧାସ୍ରୃଷ୍ଟିହୋଇପଡିଛି। ବଜାରସ୍ଥିତଡ୍ରେନରମରାମତିଓଭା
ଘଟଗାଁବଜାରସ୍ଥିତଡ୍ରେନମରାମତିଓଅଳିଆ  ଆବର୍ଜନାସଫେଇପାଇଁଦାବୀ।


ଘଟଗାଁ-୯ଜୁଲାଇ(ହି.ସ)କେନ୍ଦୁଝରଜିଲ୍ଲାଘଟଗାଁ ବ୍ଲକରମୁକୁନ୍ଦପୁରପାଟଣାଗ୍ରାମପଞ୍ଚାୟତ ଅଧୀନସ୍ଥ ବଜାରସମେତଆଖପାଖ ଅଞ୍ଚଳ ଏବଂ୨୦ନମ୍ବର ଜତୀୟରାଜପଥର ଉଭୟପାର୍ଶରେଥିବାଡ୍ରେନ

ଗୁଡିକମରାମତିଅଭାବରୁଡ୍ରେନଗୁଡିକଭାଙ୍ଗିରୁଜି ଯିବା ଯୋଗୁଁପାଣିନିଷ୍କାସନରେବାଧାସ୍ରୃଷ୍ଟିହୋଇପଡିଛି। ବଜାରସ୍ଥିତଡ୍ରେନରମରାମତିଓଭାରିସାମଗ୍ରୀମାନ ରଖୁଥିବାବ୍ୟକ୍ତିମାନଙ୍କପ୍ରତିକଠୋରକାର୍ଯ୍ୟାନୁଷ୍ଠାନ

ନିଆଯାଉନଥିବାରୁଡ୍ରେନଗୁଡିକଧୀରେଧୀରେଭାଙ୍ଗି ରୁଜିବିପଦଅବସ୍ଥାରେପହଞ୍ଚିଛି।ସ୍ଥାନେସ୍ଥାନେ ଡ୍ରେନରକଭରପ୍ଲେଟଗୁଡିକଭିତରେଖସିପଡିଛି ଫଳରେଡ୍ରେନରଆବର୍ଜନାପାଣିଠିକଭାବେନିଷ୍କାସନ

ହୋଇନପାରିପାଣିଜମିରହିପଚିଦୁର୍ଗନ୍ଧସୃଷ୍ଟିହେଉଛି। ଚତସହିତମଶାମାଛିମାନଙ୍କରବାସସ୍ଥାନପାଲଟିଛି। ଡ୍ରେନଗୁଡିକରପ୍ଲେଟଗୁଡିକଭିତରେଖସିପଡିଥିବାରୁ ସେହିରାସ୍ଥାରେଯାଉଥିବାଛୋଟଛୋଟପିଲାବୃଦ୍ଧ ବୃଦ୍ଧାଗାଈଗୋରୁଛେଳିମେଣ୍ଢାଆଦିଡ୍ରେନରେଯାଉ

ଥିବାସମୟରେଡ୍ରେନରେପଡିଯିବାରଆଶଙ୍କାସୃଷ୍ଟି ହୋଇଛି।ଏହାସହିତନିଶାଗ୍ରସ୍ଥବ୍ୟକ୍ତିମାନଙ୍କପାଇଁ ଆହୁରିବିପଦହୋଇପଡିଛି।

ସେହିପରି୨୦ନମ୍ବରଜାତୀୟରାଜପଥର ଉଭୟ ପାର୍ଶରେଥିବାଡ୍ରେନଗୁଡିକମରାମତିଅଭାବରୁଘାସ ବିଭିନ୍ନଅଳିଆଆବର୍ଜନାରେଭର୍ତ୍ତିହୋଇସମାସ୍ୟା

ସୃଷ୍ଟିକରୂଛି।ଏଣୁବିଭାଗୀୟଅଧିକାରୀଏଥିପ୍ରତି ଦୃଷ୍ଟିଦେଇସମାସ୍ୟାଗୁଡିକରସମାଧାନକରିବାକୁ ସାଧାରଣରେଦାବୀହୋଇଛି।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande