ଗଂଜାମ, 9 ଜୁଲାଇ (ହି.ସ.)
ଆଜି ଗଞ୍ଜାମ ଜିଲାରେ ଟ୍ରେଡ ୟୁନିୟନ ପକ୍ଷରୁ ଡାକରା ଦିଆଯାଇଥିଵା ଭାରତ ବନ୍ଦର ପ୍ରଭାବ ଦେଖାଦେଇଛି। ଶାନ୍ତି ଶୃଙ୍ଖଳା ସହ ଵନ୍ଦ ଚାଲିଛି। ଗଞ୍ଜାମ ଜିଲ୍ଲା ତଥା ଵ୍ରହ୍ମପୁର ସହରରେ ଟ୍ରେନ ଗାଡି ଚଳାଚଳ ଵନ୍ଦ ରହିଛି। ବିଭିନ୍ନ ଅଫସ ଓ ଦୋକାନ ଵଜାର ମଧ୍ୟ ଵନ୍ଦ ରହିଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ